ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପଡୋଶୀ

ବାଲିଗୁଡା ଆମ୍ବ ସାହି ରେ ବୃଦ୍ଧ ଙ୍କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପଡୋଶୀ ଯୁବକ l ଗୁରୁତର ବୃଦ୍ଧ ଙ୍କୁ ବାଲିଗୁଡା ମେଡିକାଲ ରେ ଭର୍ତି କରିବା ପରେ ଚିକିତ୍ସାଧୀନ ଅବସ୍ଥା ରେ ବୃଦ୍ଧ ଙ୍କ ବାଲିଗୁଡା ମେଡିକାଲ ମୃତ୍ୟୁ ଘଟିଛି l ମୃତକ ବୃଦ୍ଧ ଜଣକ ହେଲେ ବାଲିଗୁଡା ଆମ୍ବ ସାହିର ଦେବରାଜ ବାଗ l ଦେବରାଜ
ଆଜି ଅପରାହ୍ନ ରେ ଘର ବାରଣ୍ଡା ରେ ବସିଥିବା ବେଳେ ହଟାତ ଟାଙ୍ଗିଆ ରେ ଆକ୍ରମଣ କରିଥିଲା ପଡୋଶୀ ଯୁବକ ମୀନକେତନ ବେହେରା l ଦେବରାଜ ଙ୍କ ପିଠି ଓ ବେକ କୁ ଟାଙ୍ଗିଆ ରେ ହାଣିଥିଲା ମୀନକେତନ l ତେବେ ବୃଦ୍ଧ ଙ୍କୁ ହତ୍ୟା କରିବା ପଛର କାରଣ ଅସ୍ପଷ୍ଟ ରହିଛି l ଅଭିଯୁକ୍ତ ମୀନକେତନ କୁ ଆମ୍ବସାହି ରୁ ପୋଲିସ ଗିରଫ କରି 196/23 ରେ ମାମଲା ରୁଜୁ କରିଛି l ଏ ନେଇ ବାଲିଗୁଡା ପୋଲିସ ଘଟଣା ର ଅଧିକ ତଦନ୍ତ ଜାରୀ ରଖିଛି l କହିଛନ୍ତି ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ l

Leave a Reply

Your email address will not be published. Required fields are marked *