ଜ୍ୱାଇଁ କୁ ହତ୍ୟା କରିବା ଘଟଣା ଅଭିଯୁକ୍ତ ଶଶୁର କୁ କୋର୍ଟ ଚାଲାଣ

ଜ୍ୱାଇଁ କୁ ହତ୍ୟା କରିବା ଘଟଣା ଅଭିଯୁକ୍ତ ଶଶୁର କୁ କୋର୍ଟ ଚାଲାଣ ।ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମୁଣ୍ଡାଗାଁ ରେ ଶଶୁର ଜ୍ୱାଇଁ କୁ ହତ୍ୟା ଘୋଟଣ ରେ ଅଭିଯୁକ୍ତ ଶଶୁର କୁ କୋର୍ଟ ଚାଲାଣ କରିଛି ଟିକିରି ପୋଲିସ ଟିକିରି ଥାନା ରେ କେଶ ନଂ୩୦/୨୫ ଧାର ୧୦୩-୧ ବିଏନ ଏସ ରେ କେଶ ରୁଜୁହୋଇଛି ।ଗତକାଲି ମୃତ ପରେ ଖଵର ପାଇ ଟିକିରି ପୋଲିସ ଶୋବ ଜବତ କରି ବ୍ୟବଛେଦ ପରେ ପୋରିବାର ଲକଙ୍କୁ ହସ୍ତାନ୍ତର କରି ଅଭିଯୁକ୍ତ ବୁଡୁ ଝୋଡିଆ଼ ଙ୍କୁ ଅଟକ ରଖିଥିଲେ।ତଦନ୍ତ କରି ଜାଣିବାକୁ ପାଇଲେ ଯେ ବାଉଁଶ କିଳା ନୁହେଁ ବେକରେ ଏକ ଛୁରା ଭୁସିଥିବା କଥା ଅଭିଯୁକ୍ତ ମାନିବା ପରେ ରକ୍ତଭିଜା ଛୁରା ଜବତ କରି ଅଭିଯୁକ୍ତର ଡାକ୍ତରୀ ପରୀକ୍ଷା ପରେ ଟିକିରି ପୋଲିସ କୋର୍ଟଚାଲାଣ କରିଛନ୍ତି ।ମୃତକ ହେଲେ ଉକ୍ତଗ୍ରାମର ବିଦ୍ୟା ଝୋଡିଆ (୨୦)।ଗାଁ ରେ ଗତ ଶୋମବାର ଦିନ ମାଘ ମହାଯାତ୍ରା ରେ ଏକ ନାଟକରେ ଚାଲିଥିବା ବେଳେ ।ଏହି ସମୟରେ ଶଶୁର ବୁଡୁ ଝୋଡିଆ ଓ ଜ୍ୱାଇଁ ବିଦ୍ୟା ଝୋଡିଆକୁ ଏକ ଛୁରା ବେକରେ ଭୁଷି ଦେଇଥିଲା।
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ରିପୋର୍ଟ ତୀର୍ଥେକ୍ଷେତ୍ର