କଟକ CDAA କୁ ହରାଇ ବ୍ରହ୍ମପୁର ର MYC କ୍ଲବ ବିଜୟ

ବ୍ରହ୍ମପୁର – ଜିଲ୍ଲା ସ୍ତରୀୟ ବାସ୍କେଟ ବଲ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ମଦର ପ୍ଲାବ୍ଲିକ ସ୍କୁଲ ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଖେଳରେ ବ୍ରହ୍ମପୁର ର MYC କ୍ଲବ ସହ C D A A କଟକ ମଧ୍ୟରେ ଚାଲିଥିବା ଖେଳରେ MYC କ୍ଲବ ବିଜୟ ହୋଇଛି 25/19 ରେ ବ୍ରହ୍ମପୁର ରୁ ଖେଳରେ ଅଂଶଗ୍ରହଣ କରିଥିଲେ ସୂର୍ୟ ସାଇ ସିଭା ହରି ମହାରଣା, ରାଜ କୁମାର ପ୍ରଧାନ, ଶୁଭମ କୁମାର ଦୋରା, ସିଦ୍ଧେସ ପଣ୍ଡା, ଦିବ୍ୟ ଜିତ ଜେନା, ବିନୋଦ କୁମାର ରାଉତ, ଡମ୍ବରୁଧର ରଇତ, ରଘୁନାଥ ଦଳେଇ, ପୁରେନ୍ଦ୍ର ଗମାଙ୍ଗ ଓ ସମ୍ଭବ ପଟ୍ଟନାୟକ ଙ୍କ ସହ କୋଚ ଶ୍ରୀମନ ନାୟକ ଯୋଗଦେଇ ଥିଲେ ।

Leave a Reply

Your email address will not be published. Required fields are marked *