ଆନ୍ତର୍ଜାତିକ ମାନବିକ ଅଧିକାର ପରିଷଦର ନୟାଗଡ଼ ଜିଲ୍ଲା ବୋର୍ଡ଼ ଗଠିତ

ନୟାଗଡ଼ ୮. ୭. ୨0୨୧- ନୟାଗଡ଼ ଜିଲ୍ଲାର ନୂତନ କାର୍ଯ୍ୟାଳୟକୁ ଶିବାଜୀ ନଗର ଠାରେ ଅନ୍ତର୍ଜାତିକ ମାନବିକ ଅଧିକାର ପରିଷଦରର ସଭାପତି ମୀନକେତନ ପଟ୍ଟନାୟକ ଉଦଘାଟନ କରିବାସହ ଏହି ବୋର୍ଡ଼ର ଜିଲ୍ଲାରେ କାର୍ଯକ୍ରମ ସମ୍ପର୍କରେ ଅବଗତ କରିଥିଲେ ।ଏଥିରେ ନୟାଗଡ଼ ଜିଲ୍ଲା ବୋର୍ଡର ସଭାପତି ଭାବେ ଭବାନୀ ଶଙ୍କର ଦାସ, ସଂଯୁକ୍ତା ପଢିଆରି ନିଯୁକ୍ତ ହୋଇଥିବାବେଳେ ଉପ-ସଭାପତି ଭାବେ ଯଯାତି କେଶରୀ ମହାପାତ୍ର, ସମ୍ପାଦକ ଭାବେ ଅନ୍ଵର ଅଲ୍ଲୀ ପ୍ରମୁଖ ନିଯୁକ୍ତ ହୋଇଛନ୍ତି। ଏହି କର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ । କୋଭିଡ ଆଇନ ଅନୁଯାୟୀ ଏହା ଅନୁଷ୍ଠିତ ହୋଇଥିଲ