କେନ୍ଦୁପାଟି ଗ୍ରାମ ପଂଚାୟତ ନୂତନ କାର୍ଯ୍ୟାଳୟ ଉଦଘାଟିତ

ନୂଆପଡା ଜିଲ୍ଲା ଖରିଆର ବ୍ଲକ କେନ୍ଦୁପାଟି ପଂଚାୟତ ନୂତନ ପଂଚାୟତ ଗୃହ ଙ୍କୁ ପୂଜା ଅର୍ଚନା କରି ଖରିଆର ବିଧାୟକ ଅଧୀରାଜ ମହନ ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଆସି ଏହି କେନ୍ଦୁପାଟି ପଂଚାୟତ ଗୃହ ଉଘାଟନ କରି ଥିଲେ ଓ ଖରିଆର ଅଧକ୍ଷା ପୁଷ୍ପାଞ୍ଜଳି ନନ୍ଦ ପାଞ୍ଚ ନୁମ୍ବର ଜୁନ ର ଜିଲ୍ଲାପରିଷଦ ତନମୟ ଶବର ଖରିଆର ବି ଡି ଓ ବିରସେନ ବେହେରା କଂଗ୍ରେସ ଯୁବ ନେତା ଅକ୍ଷୟ ନନ୍ଦ କେନ୍ଦୁପାଟି ସରପଞ୍ଚ ଚନ୍ଦ୍ର କୁମାର ଷଣ୍ଢ ସମିତି ବୀଣାପାଣି ନାୟକ କେନ୍ଦୁପାଟି ପି ଓ.ନମିତା ଶାହୁ ଓ ରବି ଚନ୍ଦ୍ର ପୋଡ଼ ରମେଶ ଷଣ୍ଢ ଯୋଗେନ୍ଦ୍ର କଟା ଦୁର୍ବଳ ତାଣ୍ଡି ରୋହିତ ବାଗ ଧନେ ସାହୁ ଝୁମକ ଲାଲ ବାଗ ଜିତେନ୍ଦ୍ର ବାରିକ ଜଳଧର ବାଗ ନୀଳାମ୍ବର ମଲ୍ଲିକ ଟଙ୍କ ପୋଡ଼ ଅଭି ହଂସ ଭୁବନେଶ୍ୱର ପୋଡ଼ ହରି ମାଝୀ କୁନୁ ରାମ ପୋଡ଼ ଜିତ ଷଣ୍ଢ ଅମିତ ଲାଲ ତାଣ୍ଡି ଚନ୍ଦ୍ର ମଲ୍ଲିକ ରୂପ କେତକୀ କପିଳ ମହାନନ୍ଦ ଓ କେନ୍ଦୁପାଟି ପଂଚାୟତ ର 11ଟି ୱାର୍ଡ ମେମ୍ବର ଉପଥିତ ଥିଲେ ଓ କେନ୍ଦୁପାଟି ଗ୍ରାମପଂଚାୟତ ର ମା ଭଉଣୀ ଓ ବୈଜେଷ୍ଟ ସମସ୍ତେ ଏହି ପଂଚାୟତ ନୂତନ ଗୃହ କାର୍ଯ୍ୟକ୍ରମ ରେ ଉପଥିତ ହୋଇଥିଲେ
ନୂଆପଡା ଜିଲ୍ଲା ରୁ କାର୍ତ୍ତିକ ମହାନନ୍ଦ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର
