ନୂତନ ରାମ ମନ୍ଦିର ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି

ଭଦ୍ରକ ବ୍ଲକ ଅଧିନ ଆର ଏନ ବେତଡା ପଞ୍ଚାୟତ ରେ ଆଜି ଭଦ୍ରକ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସିତାଅଂଶୁ ଶେଖର ମହାପାତ୍ରଙ୍କ କରକମଳରେ ଏକ କଲ୍ୟାଣ ମଣ୍ଡପ ଏବଂ ନୂତନ ରାମ ମନ୍ଦିର ର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ,ଯାହା ଫଳରେ ଏହି ଅଞ୍ଚଳ ର ଲୋକମାନଙ୍କ ର ବହୁଦିନର ଆଶା ଭଦ୍ରକ ର ବିଧାୟକ ପୂରଣ କରିଛନ୍ତି ବୋଲି ପଂଚାୟତ ର ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି, ତତ ସହିତ ସେହି ପଞ୍ଚାୟତ ର ତିନି ନମ୍ବର ୱାର୍ଡ ର ଏକ ନୂତନ ଭାବେ ନିର୍ମିତ ଆଙ୍ଗନବାଡି କେନ୍ଦ୍ର ର ମଧ୍ୟ ଶୁଭ ଉଦଘାଟନ
ବିଧାୟକଙ୍କ କର କମଳ ରେ ହୋଇଯାଇଅଛି ,ବିଧାୟକ ଏହି ପଞ୍ଚାୟତ ର ସମସ୍ତ ଅଧୁରା କାର୍ଯ୍ୟ ଏହି 5ବର୍ଷ ଭିତରେ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇକରି ଆସିଛନ୍ତି ,
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ

Leave a Reply

Your email address will not be published. Required fields are marked *