ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସୁଶାସନ, ନୀତି ଆଦର୍ଶ ଓ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ଆଜି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ଉପସ୍ଥିତ ରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ

ଗୋପିନାଥପୁର ପଞ୍ଚାୟତ ଭାଗବତ ସାହିର ଲକ୍ଷ୍ମୀଧର ବେହେରା, ନାରାୟଣ ବେହେରା, ଜିତୁ ବେହେରା, ରାଜୁ ବେହେରା, ଗୋପାଳ ବେହେରା, ଜଳ ବେହେରା, ଭୀମ ବେହେରା, କେଉଟକୁଦୀ ଘଡେ଼ଇ ସାହି ଗ୍ରାମର ପିତାମ୍ବର ଘଡେ଼ଇ, ଗୋପିନାଥପୁର ଗ୍ରାମର ଅନାଦି ବେହେରା ଓ ମାଣିକ ପଞ୍ଚାୟତ ପଦନପୁର ଗ୍ରାମର ଅକ୍ଷୟ ଭୋଇ ସ୍ଵାଧୀନ ଭୋଇ, ସଞ୍ଜୟ ଭୋଇ, ମାନସ ଭୋଇ, ନିଳ ଭୋଇ ଏବଂ ବିଦ୍ୟାଧର ଭୋଇଙ୍କ ପରିବାର ଭାରତୀୟ ଜନତା ପାର୍ଟି ପରିତ୍ୟାଗ କରି ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳ ରେ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *