ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ପୁରୀ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀ ସ୍ୱୟଂପ୍ରଜ୍ଞା ନାୟକଙ୍କ ନେତୃତ୍ୱରେ ଏକ ଟିମ ଜଣେ ଯୁବକ ଯାହାଙ୍କ ନାମ ରାଜା ସିଂହ , ବୟସ -29 ବର୍ଷ, ଙ୍କୁ ବସେଳି ସାହି ଥାନା ଅଧୀନ ମାର୍କଣ୍ଡେଶ୍ୱର ସାହି ,( infront of masani chandi chhak) ସମ୍ମୁଖରୁ ରୁ ଗିରଫ କରି ତାଙ୍କ ନିକଟରୁ 77 ଗ୍ରାମ ହେରୋଇନ and ବିକ୍ରୀ ଲବ୍ଧ 20,200 ଟଙ୍କା ଜବତ କରି ପୁରୀ ଅବକାରୀ ଥାନା କେସ ନଂ -176/23-24ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରାଗIରକୁ ପଠାଯାଇଛି. ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 7,70,000/-ଟଙ୍କାରୁ ଉର୍ଦ୍ଧ ହେବ.ଏହି ଚଢ଼ାଉରେ ଅବକାରୀ ASI ଶ୍ରୀ ମାନସ କୁମାର ମିଶ୍ର,Staff- ଅଭିଜିତ ପ୍ରଧାନ, ମିନତି ପରିଡ଼ା, ବିଶ୍ୱଜିତ୍ ମହାପାତ୍ର ପ୍ରମୁଖ ସାମିଲ ଥିଲେ.

Leave a Reply

Your email address will not be published. Required fields are marked *