ଆମେରିକାରେ ନିର୍ମଳା ସୀତାରମଣ: ୱାର୍ଲଡ ବ୍ୟାଙ୍କ-ଆଇଏମଏଫ ବୈଠକରେ ଯୋଗଦେବେ

ଓ୍ବାଶିଂଟନ,୯।୪ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନ୍ୟୁୟର୍କର ଜେଏଫକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏହି ସମୟରେ ତାଙ୍କୁ ଭାରତର କନସୁଲ ଜେନେରାଲ ରଣଧିର ଜୟୱାଲ ସ୍ବାଗତ କରିଥିଲେ।

ଏହି ଗସ୍ତ ସମୟରେ ଅର୍ଥମନ୍ତ୍ରୀ ଓ୍ବାଲର୍‌ଡ ବ୍ୟାଙ୍କ ଗ୍ରୁପ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ ) ଏବଂ ୱାଶିଂଟନ ଡିସିରେ ହେବାକୁ ଥିବା ଅନ୍ୟାନ୍ୟ ଜି-୨୦ ବୈଠକରେ ଯୋଗଦେବେ।

Leave a Reply

Your email address will not be published. Required fields are marked *