ଓଡିଶା ସରକାର ଙ୍କ ଭରଚୁଆଲ ମାଧ୍ୟମରେ ନୂତନ ଥାନା ଉଦଘାଟନ

ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ ନାଚୁଣିରେ ନୂତନ ଥାନା ଉଦଘାଟିତହୋଇଛି l ଏହି ଉତ୍ସବ ରେ ଯୋଗଦେଲେ ରାଜ୍ୟସଭା ସାଂସଦ .. ମାନସ ରଞ୍ଜନ ମଙ୍ଗରାଜ , ଖୋର୍ଦ୍ଧା ଜିଲ୍ଲାପାଳ.. କେ ସୁଦର୍ଶନ ଚକ୍ରବତ୍ତୀ ,ଖୋର୍ଦ୍ଧା ଉପ ଜିଲ୍ଲାପାଳ… ଦୀପ୍ତି ରଞ୍ଜନ ସେଠି , ଖୋର୍ଦ୍ଧା ଏସ୍ପି …ସିଦ୍ଧାର୍ଥ କଟାରିୟା , ବାଣପୁର NAC ଚେୟାରମ୍ୟାନ ମିଟୁ ନାୟକ, ଚିଲିକା ବ୍ଲକ ଚେୟାରମ୍ୟାନ ଅଧକ୍ଷା ଜୋସ୍ଥୁନା ରାଣୀ ବେହେରା,ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟାକ୍ଷ ଗୋପୀନାଥ ମହାରଣା,ବ୍ଲକ ବିଡ଼ିଓ … ବୁଲବୁଲ ବେହେରା , ବାଣପୁର… ତହସିଲଦାର କୁଞ୍ଜବିହାରି ବଡ଼ଜେନା ସମେତ ଅଞ୍ଚଳ ର ବହୁତ ବୁଦ୍ଧିଜୀବୀ ଆସିଥିଲେ l ଦଶଟି ପଂଚାୟତ କୁ ନେଇ ନୂତନ ଥାନା କରାଗଲା, ଏହି ଥାନାରେ ନୂତନ ଥାନା ଅଧିକାରୀ ଭାବେ ଆଇ.ଆଇ. ସି ଚନ୍ଦ୍ରଶେଖର ଜେନା ଯୋଗ ଦେଇଛନ୍ତି l
ଚିଲିକାରୁ ବିରଞ୍ଚି ନାରାୟଣ ପ୍ରଧାନ ତୀର୍ଥକ୍ଷେତ୍ର