ପୁରୁଣାବଜାର ଥାନା କୁ ମିଳିଛି ବଡ ସଫଳତା

ଭଦ୍ରକ ପୁରୁଣାବଜାର ଥାନା କୁ ମିଳିଛି ବଡ ସଫଳତା ନକଲି ଜର୍ଦା ଜବତ କରିଛି ସକାଳ ୬ ସମୟରେ ପୁରୁଣାବଜାର ନିକଟସ୍ଥ ହେଲା ସାହି ଠାରେ ଏକ ଟେମ୍ପୁ ରେ କିଛି ନକଲି ଜର୍ଦା ଆସୁଥିବାର ଖବର ମିଳିଥିଲା ପୁରୁଣାବଜାର ଥାନା ଅଧିକାରୀ ,ଏବଂ ଏସ,ଆଇ, ବିକେ ରାଉତ, ଏଏସ୍ଆଇ, ଗୌରାଙ୍ଗ ମଲ୍ଲିକ, କନେଷ୍ଟବଳ, ସୁବାସ ଚନ୍ଦ୍ର ସାହୁ, ରତିକାନ୍ତ ସେଠୀ, ମୋହନ କୁମାର ସାହୁ, ପହଞ୍ଚି ,ସେକ୍ ବାବୁ (ସମସାଦ) ସେକ୍ ମୋବାରକ ହେଲାସାହି ରୁ ଟେମ୍ପୁ ନମ୍ବର OD-22G-2659 ନକଲି ଜର୍ଦା ଲୋଡ କରୁଥିବା ସମୟ ରେ ପୋଲିସ କୁ ଦେଖି ଆସାମୀ ଚମ୍ପଟ ମାରିଥିଲେ ପୋଲିସ ନକଲି ଜର୍ଦା ଜବତ କରିଛି ଯାହାର ମୂଲ୍ଯ ୨ଲକ୍ଷ ୫୦ ହଜାର ଟଙ୍କା ଏବଂ ଓଜନ ମିଶିନ କଟର ମିଶିନ ଜବତ କରି କେଶ ନମ୍ବର ୩୫୭/U/S,,420 /272/273/34IPS /20 ମାମଲା ରୁଜୁ କରିଛନ୍ତି ,ସମ୍ବାଦିକ ସମ୍ମିଳନୀରେ ସିଟି ଡ଼ିଏସପି, ଅଂଶୁମାନ ତ୍ରିବେଦୀ କହିଛନ୍ତି
Punil Kumar Samanta reporter