ଖାରିଜି ମସଜିଦ ର କାମ ପାଇଁ ଭୂଇଁଆ ମହଲା ମସଜିଦ କମିଟି ତରଫରୁ ମୁଖ୍ୟମନ୍ତ୍ରୀ ଏବଂ ଭି,କେ ପାଣ୍ଡିଆନ ଙ୍କୁ କୃତଜ୍ଞତା ଜଣାଇଲେ

ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ୨୯ ନମ୍ବର ଓ୍ବାର୍ଡ ସର୍ବାଙ୍ଗୀନ ଉନ୍ନତି କରଣ ପାଇଁ ଭୂଇଁଆ ମହଲା ବାସୀ ୫ଟି ସଚିବ ଭି.କେ ପାଣ୍ଡିଆନ, ସାର୍ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମଲ୍ଲିକ, ମାନ୍ୟବର ଶ୍ରୀମତି ମଞୁଲତା ମଣ୍ଡଳ ,କୁ ଭୂଇଁଆ ମହଲା ର ଅଧିବାସୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି, ୨୯ ନମ୍ବର ଓ୍ବାର୍ଡ ର କାଉନସିଲର ମୁନା ଖାଁ ,ସେକ୍ ସୁଲତାନ, ସେକ ଗୋଲାମ ଅଲ୍ଲୀ, ଏସ,ଏକ ଅଫସର ଅଲ୍ଲୀ, ସେକ,ସୁଲତାନ, ସେକ, ତାରିକନୁର, ମାମୁଦ ଖାଁ, ଅଫସର ଖାଁ, ସେକ ତାରିଖ ଅନୁଆର , ତବରେଜ ଖାଁ ,ମୁକ୍ତାର ଅଲ୍ଲୀ ଖାଁ, ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *