ଭଦ୍ରକ ଗ୍ରାମାଞ୍ଚଳ ଗେଲପୁର ଛକରେ ଦୁର୍ଘଟଣା ଜଣେ ମୃତ୍ୟୁ

ଭଦ୍ରକ– ଭଦ୍ରକ ସହରସ୍ତ ଗେଲପୁର ନିକଟରେ ବାଇକ ଉପରେ ଚଡି ଗଲା ଟ୍ରକ !ଫଳରେ ଘଟଣାସ୍ଥଳରେ ପ୍ରକାଶ ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରଶାନ୍ତ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିଲା। ଘଟଣାସ୍ଥଳରେ ଟାଉନ ପୋଲିସ ଓ ସିଟି ଡ଼ିଏସପି ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିବା ପରେ ଉତେଜନା ଥମିବା ସହ ରାସ୍ତାରୁ ଓହ୍ଲାଇଥିଲେ ଲୋକମାନେ।

Slug:=
Format-AVO
Report:=punil kumar samanta,
Place:= bhadrak
Date:= 03/02/2023
Anchor:= ଭଦ୍ରକ ସହରସ୍ତ ଗେଲପୁର ନିକଟରେ ବାଇକ ଉପରେ ଚଡି ଗଲା ଟ୍ରକ !ଫଳରେ ଘଟଣାସ୍ଥଳରେ ପ୍ରକାଶ ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରଶାନ୍ତ ଗୁରୁତର ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। Ok ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିଲା। ଘଟଣାସ୍ଥଳରେ ଟାଉନ ପୋଲିସ ଓ ସିଟି ଡ଼ିଏସପି ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିବା ପରେ ଉତେଜନା ଥମିବା ସହ ରାସ୍ତାରୁ ଓହ୍ଲାଇଥିଲେ ଲୋକମାନେ।

Leave a Reply

Your email address will not be published. Required fields are marked *