ଅଜଣା ଗାଡି ଧକ୍କାରେ ଜଣେ ମୃତ

କାମାକ୍ଷାନଗର,୧୫/୦୫- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରଙ୍ଗମାଟିଆ ଠାରେ ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଜଣେ ମୃତ।ମୃତକ ହେଲେ ବାଲିଗୋରଡ ଗ୍ରାମର ଅନ୍ତର୍ଯ୍ୟାମି ସେଠି।ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ରଙ୍ଗମାଟିଆ ନିକଟରେ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା।ଖବର ପାଇ କାମାକ୍ଷାନଗର ପୋଲିସ ପହଞ୍ଚି ଉଧାର କରି କାମାକ୍ଷାନଗର ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।

Leave a Reply

Your email address will not be published. Required fields are marked *