ଆଇଆଇଟି କ୍ୟାମ୍ପସରେ ୟୁବା ସଙ୍ଗମ ଆୟୋଜନ

ଆଇଆଇଟି ଅରଗୁଳ, ଭୁବନେଶ୍ଵର ରେ ନୁତନ ଢଙ୍ଗରେ ଇତିହାସ, କଳା ଏବଂ ସଂସଂସ୍କୃତି ର ବିକାଶ। ଆଇଆଇଟି ଅରଗୁଳ, ଭୁବନେଶ୍ୱର କ୍ୟାମ୍ପସ ରୁ ୟୁବା ସଙ୍ଗମ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ସମସ୍ତ ଜିଲ୍ଲାର ଛାତ୍ର ଛାତ୍ରୀଙ୍କୁ ନେଇ ୨୩ ଜଣ ଛାତ୍ରୀ ଓ ୨୨ ଜଣ ଛାତ୍ର ମୋଟ ୪୫ ଜଣ କୁ ନେଇ ଚଳିତ ୧୦ ତାରିଖ ରୁ ନେଇ ୧୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ବୁଲି ଓଡ଼ିଶାର ଇତିହାସ,କଳା ଓ ସଂସ୍କୃତି ବିଷୟରେ ଅବଗତ କରିବା ସହ ସେଠାର ଇତିହାସ,କଳା ଓ ସଂସ୍କୃତି ବିଷୟରେ ପଚାରି ବୁଝିବା ସହ ରାଜ୍ୟପାଳ ଙ୍କୁ ସାକ୍ଷାତ କରିବେ। ସେହିପରି ରାଜସ୍ଥାନ ର ଛାତ୍ରଛାତ୍ରୀ ୧୫ ରୁ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବୁଲି ଏଠାର ଇତିହାସ ,କଳା ଓ ସଂସ୍କୃତି ବିଷୟରେ ବୁଝିବା ସହ ରାଜସ୍ଥାନର ଇତିହାସ,କଳା ଓ ସଂସ୍କୃତି ବିଷୟରେ ଅବଗତ କରାଇବା ସହ ଓଡ଼ିଶାର ରାଜ୍ୟପାଳ ଙ୍କୁ ସାକ୍ଷାତ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷକ ତଥା ମୁଖ୍ୟ ଅତିଥି ଭାବେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *