OSEB.ବିଜୁଳି କର୍ମଚାରୀ ସଙ୍ଘର ସ୍ଵର୍ଣ ଜୟନ୍ତୀ ପାଳନ

OSEB.ବିଜୁଳି କର୍ମଚାରୀ ସଙ୍ଘର ସ୍ଵର୍ଣ ଜୟନ୍ତୀ ପାଳନ l ବ୍ରହ୍ମପୁର, ହିଲପାଟଣା ସ୍ଥିତ ସହିଦ ଲକ୍ଷଣ ନାୟକ କମୁନିଟି ହଲଠାରେ l OSEB. ବିଜୁଳି କର୍ମଚାରୀ ସଙ୍ଘର ସ୍ଵର୍ଣ ଜୟନ୍ତୀ ପାଳନ କରିଛନ୍ତି l ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟବାଦୀ ବାଘ ସମ୍ମିଳନୀରେ ପତାକା ଉତ୍ତୋଳନ କରି ଥିଲେ ଏବଂ ସଭାପତି ଅକୁଳି ଚନ୍ଦ୍ର ନାଥ ଉକ୍ତ ସଭାପତିତ୍ୱ କରିଥିଲେ l OSEB ର ଚେରମ୍ୟାନ ରାମକୃଷ ପଣ୍ଡା ପ୍ରଦୀପ ପ୍ରୋଜଳନ କରି ସଭକାର୍ଯ୍ୟ ଆରମ୍ଭ କରିଥିଲେ lଏହି ସଭାରେ ଶ୍ରମିକ ମାନଙ୍କ ବିଭନ୍ନ ସମସ୍ୟା ଗୁଡିକ ଦାବୀ ରଖା ଯାଇଥିଲା l ଶ୍ରମିକ ମାନଙ୍କୁ ଗ୍ରୀଡ଼କୋ ର କତୃପକ୍ଷ ଧ୍ୟ୍ୟନ ଦେଉନ ଥିବା l ନୂତନ ମଜୁରୀ ନିର୍ଧାରଣ ଆଜି ପର୍ଯ୍ୟନ୍ତ ହୋଇ ପାରୁନାହଁ l ବୈଷୟୀକ କ୍ଷେତ୍ର କର୍ମଚାରୀଙ୍କ ଦରମାରେ ଥିବା ତାରତମ୍ୟ ବିଷୟକୁ ଗ୍ରୀଡ଼କୋ ଟାଳ ଟୁଳ ନିତି ଅବଲମ୍ବନ କରୁଛି l ଏଥି ସହିତ ସ୍ଥାନୀୟ ସମସ୍ୟା ଗୁଡିକ ଟାଟା power ଦକ୍ଷିଣାଞ୍ଚଳ ବିଦ୍ୟୁତ ପରିବଣ୍ଟନ ଉଦ୍ୟଗ କତୃପକ୍ଷ ଦାବୀ ରଖାଯାଇଥିଲେ ମଧ୍ୟ୍ୟ କାର୍ଯ୍ୟ କରାଯାଉନି l ଆଜି ଏହି ସମସ୍ତ ବିଷୟ ବୈଠକ ରେ ମୁଖ୍ୟ ମାନବ ସମ୍ବଳ ଅଧିକାରୀ ମହାଦାୟାଙ୍କୁ ଅନୁରୋଧ କରାଯାଇଛି ଯେ ଶୀଘ୍ର ଏହାର ସମାଧାନ କରାଯାଉ l ଶେଷରେ ଭ୍ରମରବର ରାଉତ ସଙ୍ଘର ବାର୍ଷିକ ବିବରଣୀ ପଠନ କରିଥିଲେ l TPSODL ର ମୁଖ୍ୟ ମାନବ ସମ୍ବଳ ସଂଜୀବ କୌଶିକ ଅତିଥି ଭାବରେ ଇଂ. ଲେଙ୍କା ପ୍ରସାଦ ଜେନେରାଲ ମ୍ୟାନେଜେର ସୁନୀଲ କୁମାର ସ୍ୱାଇଁ ସାଧାରଣ ସମ୍ପାଦକ ବିନୋଦ ବିହାରୀ ନାୟକ କନଭେନେର ଅବକାଶ ସାହୁ, ଶ୍ସମ୍ଭୁ ପ୍ରସାଦ, ସୁରେଶ ଚନ୍ଦ୍ର ମହାରଣା, ଟି ବିଜୟ ପାତ୍ର, ଖିରୋଦ କୁମାର ସେଠି, ନିମେଇ ଚରଣ ରାଉତରାୟ, ନୃସିଂହ ଚରଣ ପଣ୍ଡା, ରମେଶ ଚନ୍ଦ୍ର ମିଶ୍ର, ବସନ୍ତ କୁମାର ପ୍ରତାପ, କୃପାସିନ୍ଧୁ ମୁଦୁଲି, ଜୟଦେବ ମଣ୍ଡଳ ପ୍ରମୁଖ ପଦାଧିକାରୀ ମଞ୍ଚସିନା ଥିଲେ l

Brahmpur Narayan mahakud reporter

Leave a Reply

Your email address will not be published. Required fields are marked *