୭ ଲକ୍ଷ ଉର୍ଦ୍ଧ ସୁନା ଅଳଙ୍କାର, ଆସବାବପତ୍ର ଚୋରି

ଭଦ୍ରକ ପୁରୁଣାବଜାର ଥାନା ଉତ୍ତରବାଣୀ ସ୍ଥିତ ବାଲିପାଟଣା ସୁଗାର ପାଟି ପୁଣି ଆତଙ୍କ ଖେଳାଇଛନ୍ତି ଘରେ କେହି ନଥିବା ସମୟ ରେ କବାଟ ଭାଙ୍ଗି ଭିତରେ ଆଲମାରି ତାଢି ୭ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର,ସାଢି, ଆସବାବପତ୍ର, ଇତ୍ୟାଦି ଚୋରି କରି ନେଇଯାଇଥିବା ବେଳେ ସକାଳୁ ଗ୍ରାମ ର ଲୋକ ମାନଙ୍କୁ ଆଣି ଦେଖାଇ ଥିଲେ ଏବଂ ଥାନା ରେ ଏତଲା ଦେଇଥିଲେ ,ପୁରୁଣାବଜାର ଥାନା ର ଗୋଟିଏ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଯାଇଛି ଦେଖିବାର ଅଛି ପୁରୁଣାବଜାର ଥାନା ପୋଲିସ ଚୋର କୁ କେବେ ଗିରଫ କରୁଛି |