ମା ନାରାୟଣୀଙ୍କ ପ୍ରାଙ୍ଗଣରେ ଧୂମଧାମରେ ଗଣେଶ ପୂଜା ଆୟୋଜିତ

ପଳାଶୋଳ ମା ନାରାୟଣୀ ପ୍ରାଙ୍ଗଣରେ ଧୂମଧାମରେ ଗଣେଶ ପୂଜା ଆୟୋଜନ କରାଯାଇଛି । ପଳାଶୋଳ ଯୁବକସଂଘର ସମସ୍ତ କର୍ମକର୍ତା ଆଉ ସ୍ଥାନୀୟ ଗ୍ରାମବାସୀ ମିଳିତ ପ୍ରଚେଷ୍ଠାରେ ମା ନାରାୟଣୀଙ୍କ ମେଢ଼ ଥାନପତି ମେଢ଼ର ପରିଚୟ ପାଇଛି ଆଉ ଆଦୃତ ମଧ୍ୟ ହେଉଛି। ପଳାଶୋଳ ଯୁବକସଂଘର ସମସ୍ତ କର୍ମକର୍ତାମାନେ ହେଲେ ଦିଲୀପ, ପ୍ରତାପ, ଅନିରୁଦ୍ଧ, ନାରାୟଣ, ହିମାଂଶୁ, ଫନି, ଅଭିଳାଷ, ସୌମ୍ୟ, ପ୍ରଫୁଲ୍ଲ, ସୋମନାଥ, ଦେବାଶିଷ, ସୁଭାଶିଷ, ସ୍ଵର୍ଣ ସ୍ୱାଧୀନ, ଦିଡୁ, ଶଙ୍କର, ଶୀତୁନ ଆହୁରି ଆଗଧାଡିର କର୍ମକର୍ତା ରଞ୍ଜନ ବେହେରା, ରାମଚନ୍ଦ୍ର ବେହେରା, ଦୁର୍ଗା ବେବେହେରା, ନିମାଇଁ ସାହୁ, କଲ୍ୟାଣ ପଟ୍ଟନାୟକ ପ୍ରଭୃତି ।
