ସେମିଲିଗୁଡା ବ୍ଲକ ସୁଵାଈ ଗାର୍ଲସ ହାଇସ୍କୁଲରେ ଅଭିଭାବକ ମିଟିଙ୍ଗ ଅନୁଷ୍ଠିତ
ମଙ୍ଗଳ ବାର ଦିନ ସେମିଲିଗୁଡା ବ୍ଲକ ସୁଵାଈ ଗାଲଶ ହାଇସ୍କୁଲ ରେ ଅଭିଭାବକ ମିଟିଙ୍ଗ ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଚୈୟାର ମ୍ୟନ ଶ୍ରୀମତୀ ଲିଲି ଅଣ୍ଟା ବେରିୟା,ମୁଖ୍ୟ ବ୍ୟକ୍ତା ଶ୍ରୀ ଗୋପୀନାଥ ନାୟକ ପ୍ରଧାନ ଶିକ୍ଷକ ରେଙ୍ଗା ବାଳିକା ବିଦ୍ୟାଳୟ, ସାର୍ମାନିତ ଅତିଥି ଶ୍ରୀ ଭଗବାନ ପେଟିୟା, smc ସଭାପତି, ଶ୍ରୀମତୀ ଅନିତା ଦାସ peo ସୁଵାଈ, ଶ୍ରୀ ମନ କଅଁର,ଶ୍ରୀ ରାମ ଅଣ୍ଟା ବରୀୟ, ଶ୍ରୀ ସୁଶାନ୍ତ କୁମାର ଦାସ ପ୍ରଧାନ ଶିକ୍ଷକ ସୁଵାଈ ସେବଶ୍ରମ, ଶ୍ରୀ ହର ପ୍ରସାଦ ଦାସ weo, ଶ୍ରୀ ମନ ରଞ୍ଜନ ନାୟକ,ଶ୍ରୀ ମୋହିତ ନାୟକ, ଶ୍ରୀ ଅନୁଭବ ପଟନାୟକ,ଶ୍ରୀ ଅଖିଳ କୁମାର ଦାସ ପ୍ରଧାନ ଶିକ୍ଷକ ରେଙ୍ଗା, ସଭାପତି ବବିତା ରାଣୀ ନାୟକ ସରକାରୀ ବା ଳିକା ଉଚ୍ଚ ବିଦ୍ୟାଳୟ ସୁଵାଈ,
ଏବଂ ସ୍କୁଲ ଷ୍ଟାଫ ମାନେ ହେଲେ
ଶ୍ରୀମତୀ ବବିତା ରାଣୀ ନାୟକ ପ୍ରଧାନ ଶିକ୍ଷୟାତ୍ରା,ଶ୍ରୀମତୀ ପଦ୍ମାବତୀ ହନ୍ତାଳ ସହକାରୀ ଶିକ୍ଷୟତ୍ରୀ, ଶ୍ରୀମତୀ ମିନୁ ରମା ସାବତ,ଶ୍ରୀ ଅରବିନ୍ଦ ସାହୁ,ଦିଲୀପ କୁମାର ସାହୁ, ରଶ୍ମିତା ଦଳାଇ,ମାନସୀ ମାନସୀ ମଞ୍ଜରୀ ସାହୁ,ସୁଯୋଗ୍ୟ ବେହେରା,କୁମାରୀ ରମିନା ରାଣୀ ନାୟକ,କୁମାରୀ ରୁବି ପତି |
କୋରାପୁଟ, ରିପୋର୍ଟର ସୁବାଷ ଚନ୍ଦ୍ର ନାହାକ |