ଅଭିଭାବକ ମିଟିଙ୍ଗ ଅନୁଷ୍ଠିତ

କୋରାପୁଟ, ସେମିଲିଗୁଡା ବ୍ଲକ ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ରେଙ୍ଗା ଠାରେ ଅଭିଭାବକ ମିଟିଙ୍ଗ ହୋଇଥିଲା |ଆବାହକ ସଭାପତି ପ୍ରଧାନ ଶିକ୍ଷକ ଶ୍ରୀ ଗୋପୀନାଥ ନାୟକ, ଶର୍ମାନୀତ ଅତିଥି ଶ୍ରୀ ଅଖିଳ କୁମାର ଦାସ ପ୍ରଧାନ ଶିକ୍ଷକ ରେଙ୍ଗା ଆଶ୍ରମ ବିଦ୍ୟାଳୟ, ମୁଖ୍ୟ ବ୍ୟକ୍ତା ଶ୍ରୀମତୀ ବବିତା ରାଣୀ ନାୟକ ପ୍ରଧାନ ଶିକ୍ଷୟାତ୍ରା ବାଳିକା ଉଚ୍ଚ ବିଦ୍ୟାଳୟ ସୁଵାଈ | ଶର୍ମାନିତ ଅତିଥି ଶ୍ରୀ ଭାଗିରଥି ହନ୍ତାଳ | କାର୍ଯ୍ୟକ୍ରମ ପର୍ଯ୍ୟ ବକ୍ଷ୍ୟକ ଶ୍ରୀ ଅରବିନ୍ଦ ସାହୁ, ଷ୍ଟାଫ ଶ୍ରୀ ଶିବାଜି ପଟନାୟକ, ଶ୍ରୀ ତ୍ରିନାଥ ବେହେରା, ଶ୍ରୀ ଜୟ ରାମ ରନ୍ଧାରୀ, ଶ୍ରୀ ସୁରେନ୍ଦ୍ର ତନ୍ତୀ, ଶ୍ରୀମତି ସୌଦାମିନୀ ପଣ୍ଡା, ଶ୍ରୀମତୀ ସଂଯୁକ୍ତା ଖଣ୍ଡୁଆଳ, ଏବଂ ମୁଖ୍ୟ ଅତିଥି ଶ୍ରୀ ହର ପ୍ରସାଦ ଦାସ w. E. O ପ୍ରମୁଖ ଯୋଗ ଦେଇଥିଲେ |
କୋରାପୁଟ, ରିପୋର୍ଟଏ ସୁବାଷ ଚନ୍ଦ୍ର ନାହାକ |