ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ରୀ ପଠାଣି ସାମନ୍ତ ମେଧା ବୃତ୍ତି ପାଇଁ ମନୋନୀତ
ଆସିକା:-ଏହି ସହର ର ବାଣୀବିହାର ଠାରେ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର ର ସପ୍ତମ ଶ୍ରେଣୀ ଛାତ୍ରୀ ସେନ୍ନହା ନାହାକ ପଠାଣି ସାମନ୍ତ ମେଧା ବୃତ୍ତି ପାଇଁ ମନୋନୀତ ହୋଇଛନ୍ତି।ସେ ୩ୟ,୫ମ ଶ୍ରେଣୀ ବୃତ୍ତି ରେ କୃତୀତ୍ବ ହାସଲ କରି ଆସିକା ବ୍ଲକ୍ ରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।
ରିପୋର୍ଟ -ରଞ୍ଜନ କୁମାର ରାଉତ, ଆସିକା।