ସାଳନ୍ଦୀ ନର୍ସିଂ ହୋମରେ ଟ୍ୟୁମର ଅସ୍ତ୍ରୋପଚାର ଵେଳେ ରୋଗୀ ମୃତ୍ୟୁ

ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାରଲୋକେ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁ ଅପରେସନ ଟେବୁଲରେ ରୋଗୀର ମୃତ୍ୟ ଅଭିଯୋଗ ମୃତକ ହେଲେ ଧୂଷୁରୀ ଥାନା ଅଧିନସ୍ଥ କଟସାହି ପଂଚାୟତ ଗୁହାଳୀ ପାଳ ଗାଁ ର ସଞ୍ଜୁଲତା ପାତ୍ରରୋଗୀର ମୃତ୍ଯୁ କୁ ନେଇ ଭଦ୍ରକ ସାଳନ୍ଦୀ ହସ୍ପିଟାଲ ରେ ଉତ୍ତେଜନା ଜୋର ଧରିଛି, ଏହି ଅଘଟଣ ଟି ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧୀନସ୍ଥ କଟସାହି ପଞ୍ଚାୟତ ର ଗୁହାଳୀ ପାଳ ଗ୍ରାମ ର ବସନ୍ତ ପାତ୍ରଙ୍କ ସ୍ତ୍ରୀ ସଞୁଲତା ପାତ୍ରଙ୍କ ର ଟ୍ୟୁମର ହୋଇଥିଲା ଗତକାଲି ରାତ୍ରି ରେ ତାଙ୍କର ଅପରେସନ ହୋଇଥିବା ବେଳେ ତାଙ୍କ ର ମୃତ୍ଯୁବରଣ ହୋଇଛି,ଏହି ଘଟଣାରେ ଉତ୍ତେଜନା ଲାଗିରହିଛି, ଭଦ୍ରକ ଟାଉନ ଥାନା ପୋଲିସ ପହଞ୍ଚି ଉତ୍ତେଜନା କୁ ସାନ୍ତ କରିଛି, କିନ୍ତୁ ଦେଖିବାକୁ ବାକିରହିଲା ଆଗକୁ ପରିବାର ପ୍ରତି କଣ ନ୍ୟାୟ ମିଳୁଛି।
Punilkumar Samanta reporter