ରାମଚଣ୍ଡୀ ଥାନା ପକ୍ଷରୁ ପେଟ୍ରୋଲିଂ

PRESSRef:- Ramachandi PS Case No-72, Dtd-28.05.2025, U/s-296/308(4)/308(5) BNS,23Gist: ଗତକାଲି ତ। ୨୮.୦୫.୨୦୨୫ ଋଖ ଦିନ ରାତ୍ର 10 ଘଣ୍ଟିକା ସମୟରେ ରାମଚଣ୍ଡୀ ଥାନା ପକ୍ଷରୁ ପେଟ୍ରୋଲିଂ କରାଯାଉଥିବା ସମୟରେ ଜଣେ ଲୋକ ଯାହାର ନାମ ପବିତ୍ର ପୃଷ୍ଟି @ପବି (୩୭) ପିତା-ନବଘନ ପୃଷ୍ଟି,ଗ୍ରାମ-କବିରାଜପୁର ,ଥାନା-ରାମଚଣ୍ଡୀ,ଜିଲ୍ଲା-ପୁରୀ ହାତରେ ଗୋଟିଏ ମ।ରଣାସ୍ତ୍ର ଭୁଜାଲି ଧରି ଛଇତନ। ଛକ ମେନ ରୋଡରେ ଲୋକମାନଙ୍କୁ ଡରାଇ ଧମକାଇ ଅନେକ ଗାଳି ଗୁଲଜ କରି ଆତଙ୍କ ଖେଳାଇ ଦ।ଦ।ବଟି ଟଙ୍କା ଆଦାୟ କରୁଥିବାର ଖବର ପାଇ ତାକୁ ଗତତ୍କାଲି ରାତିରେ ଛଇତନ। ଛକ ରୁ ଗିରଫ କରିଥିଲା । ସେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଓ ଗାଡି ମୋଟର ନେଇ ଯାଉଥିବା ଲୋକମାନଙ୍କୁ ଅନେକ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଭୁଜାଲି ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇ ଜୋର ଜବରଦସ୍ତ ଦ।ଦ।ବଟି ଟଙ୍କା ଆଦାୟ କରୁଥିଲା । ପୋଲିସ ତାର ନିକଟରୁ ଗୋଟିଏ ଭୁଜାଲି ଓ ତାର ପ୍ୟାଣ୍ଟ ପକେଟରୁ ସମୁଦାୟ ୨୩୦/- ଟଙ୍କା ଯାହାକି ସାକ୍ଷୀ ମାନଙ୍କ ଉପସ୍ତିତିରେ ଜବତ କରିଥିଲା । ଏ ସଙ୍କ୍ରାନ୍ତରେ ରାମଚଣ୍ଡୀ ଥାନାରେ ପୋଲିସ ତରଫରୁ ଏକ କେସ ଯାହାର ନମ୍ବର – 72, Dtd-28.05.2025, U/s-296/308(4)/308(5) BNS,23 ରେଜିସ୍ଟ୍ରେଶନ କରାଯାଇ ସେ ପବିତ୍ର ପୃଷ୍ଟି @ପବି (୩୭) ପିତା-ନବଘନ ପୃଷ୍ଟି,ଗ୍ରାମ-କବିରାଜପୁର ,ଥାନା-ରାମଚଣ୍ଡୀ,ଜିଲ୍ଲା-ପୁରୀ କୁ ଗତକାଲି ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇ ଅଛି ଓ ଏହାର ଅଧିକ ତଦନ୍ତ ଚାଲୁ ରହିଛି । ତାର ନାମରେ ଆଗରୁ ଅନେକ ଚୋରୀ କେସମ।ନ ଥିଲା । Seizure: ୧.ଗୋଟିଏ ଭୁଜାଲି ଓ ୨.ସମୁଦାୟ ୨୩୦/- ଟଙ୍କାମୁଦାଲା ର ସମ୍ପୂର୍ଣ ବିବରଣୀ: ପବିତ୍ର ପୃଷ୍ଟି @ପବି (୩୭) ପିତା-ନବଘନ ପୃଷ୍ଟି,ଗ୍ରାମ-କବିରାଜପୁର ,ଥାନା-ରାମଚଣ୍ଡୀ,ଜିଲ୍ଲା-ପୁରୀ କୁ ଗତକାଲି ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇ ଅଛି । IIC Ramachandi PS