ସଦର ବିଧାୟକଙ୍କ ଦ୍ୱାରା ନେଲୁଙ୍ଗରେ ବୃକ୍ଷରପଣ

କେନ୍ଦୁଝର ଜିଲ୍ଲା ସଦରବ୍ଲକ ନେଲୁଙ୍ଗ ପଂଚାୟତ ନେଲୁଙ୍ଗ କନ୍ଧିସାହି ଉପ୍ରା ବିଦ୍ୟାଳୟରେ ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମହନ ଚରଣ ମାଝୀ ଙ୍କ ଦ୍ଵାରା ଏକ ବୃକ୍ଷ ରପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏଥିରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଖୟ ମହାରଣା ଙ୍କ ସମେତ ନେଲୁଙ୍ଗ ପଂଚାୟତର ବିଶିଷ୍ଟ ମହିଳା ସମାଜ ସେବୀ ଶ୍ରୀମତୀ ଚନ୍ଦ୍ରମଣି ସିଂ,ଦୀପ୍ତିମଇ ମହାକୁଡ଼ ଚପଳା ମହାକୁଡ଼ ,ତିଳତ୍ତମା ମହାରାଣା, ବାଇଧର ରଣା ,ଆତ୍ମଜ ପ୍ରଧାନ, ବାପୁ ରଣା ,ମିଥୁନ ମୁଣ୍ଡାଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *