ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ,ଇଣ୍ତିଆନ ଇନଷ୍ଟିଚ୍ୟୁଟ ଅପଂ ସୋସିଆଲ ଆକ୍ସନ ଆଣ୍ତେ ରିସର୍ଚ ଓ ଭାରତ ସରକାର କଂ ପଥିବୀ ମଣତ୍ରାଳୟ ଓ ଯୁବ ବ୍ୟାପାର ମଣତ୍ରାଳୟ ର ନେହେରୁ ଯୁବ କେନ୍ଦ୍ର, ପୁରୀ ଜିଲ୍ଲା ର ଡେଲାଙ୍ଗ ବ୍ଲକର ସବପଲ୍ଲୀ ନୋଡାଲ ବିଦ୍ୟାପିଠ , ଅଭୟମୁଖୀ ରାମଚନ୍ଦ୍ର ପୁର ଠାରେ ବୃକ୍ଷ ରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାଯ୍ୟକ୍ରମରେ ସ୍କୁଲର ଉପ ପ୍ରଧାନ ଶିକ୍ଷକ ସବେଶ୍ବର ବେହେରା , ଗୁରୁଜୀ ଓ ଗୁରୁମା , ଅଭୟମୁଖୀ ଗ୍ରାମ ପଂଚାୟତର. ନାୟବ ସରପଂଚ ବାସୁଦେବ ପ୍ରଧାନ , ଅନୁଷ୍ଠାନର ସଭ୍ୟ ପ୍ରକାଶ ଭୋଳ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ହୋଇ ଏଥିରେ ସହଯୋଗ କରିଥିଲେ । ଅନୁଷ୍ଠାନ ର ସମ୍ପାଦକ ତଥା ସମାଜସେବୀ ଅଶୋକ କୁମାର ପେଣ୍ଠୋଇ କାର୍ଯ୍ୟକ୍ରମ
ଆୟୋଜନ କରିଥିଲେ ।

Leave a Reply

Your email address will not be published. Required fields are marked *