ପ୍ରେମ ଏକ ଅସରନ୍ତି ନଈ
ବହିଯାଏ ଅଙ୍କା ବଙ୍କା ହୋଇ!
ପ୍ରେମ ଏକ ଅଭୁଲା ସ୍ମୃତି
କେହି ବି ଜାଣେନା ତାର କେଉଁଠି ଇତି!
ପ୍ରେମ ଏକ ଈଶ୍ୱର ଙ୍କ ଅବଦାନ!
ତାକୁ ଯେ କରନ୍ତି ସବୁ ମାନ ସଂମାନ!
ପ୍ରେମ ଏକ ବିଶ୍ୱାସର ଘର!
ନାହିଁ ଯେ ତାର ଝାଞ୍ଜି ବରଷାକୁ ଡର!
ପ୍ରେମ ଏକ ଚିରନ୍ତନ ସତ୍ୟ
ତା ବିନା ଜୀବନ ହୋଇଯିବ ବ୍ୟର୍ଥ!
ପ୍ରେମ ଏକ ଅମୃତ ସାଗର
ତାକୁ ଯିଏ କରିପାରେ ନିଜର
ସିଏ ଦୁନିଆରେ ଅମର

ରିପୋଟର -ହିମାନ୍ଦ୍ରି ମେହେର (ମିନୁ )

Leave a Reply

Your email address will not be published. Required fields are marked *