ଦୁର୍ନୀତି ଭଷ୍ଠ୍ରାଚାର ଓ ବ୍ୟଭିଚାର ବିରୁଦ୍ଧ ରେ ଭାରତୀୟ ଜନତାପାଟି ଭଦ୍ରକ ଜିଲ୍ଲା ରେ ସାମ୍ବାଦିକ ସମ୍ମିଳନୀ

ଭାରତୀୟ ଜନତାପାଟି ଭଦ୍ରକ ଜିଲ୍ଲା କାର୍ଯ୍ଯାଳୟରେ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି, ଏହି ସମ୍ବାଦିକ ସମ୍ମିଳନୀ ର ଭଦ୍ରକ ବିଜେପି ଜିଲ୍ଲା ସଭାପତି କାଳିଆ ପାଢୀଙ୍କ ନେତୃତ୍ବ ରେ ବିଧାନସଭା ପ୍ରାଥୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାୟକ,,ନାରୀ ନେତ୍ରୀ, ମନସ୍କିତା ଖୁଣ୍ଟିଆ,ଜିଲ୍ଲା ସଭାପତି କଳ୍ପନା ଜେନା,ଏବଂ ବହୁ ସଦସ୍ଯ ଉପସ୍ଥିତ ଥିଲେ ,ଜିଲ୍ଲା ସଭାପତି କହିଲେ ବିଜେଡି ସରକାର ଏକ ପିସି ସରକାର ପାଇଖାନା ଦୁର୍ନୀତି ଠାରୁ ନେଇ ଇନ୍ଦିରାଆବାସ ପଯ୍ୟନ୍ତ ବହୁ ଦୁର୍ନୀତି ରେ ସଂପୃକ୍ତ, ତେଣୁ ଏ ବିଜେଡି ସରକାର କୁ ଘେରିବା ପାଇଁ ଆସନ୍ତା ନଭେମ୍ବର ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ ସମ୍ମୁଖରେ ଘେରାଉ କାର୍ଯ୍ୟକ୍ରମ କରାଯିବ
Punil Kumar Samanta reporter