ଇଟାମାଟି ଗ୍ରାମ ରେ ସାର୍ବଜନୀନ ଦୁର୍ଗାପୂଜା ପାଳିତ ହେଉଛି

ଇଟାମାଟି ବଜାର ରେ ମହାଆଡ଼ମ୍ବର ରେ ସାର୍ବଜନୀନ ଦୁର୍ଗାପୂଜା ଚାରିଦିନ ବ୍ୟାପି ପାଳିତ ହେଉଛି | ସପ୍ତମି ଠାରୁ ଦଶହରା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ | ଏହି ଦୁର୍ଗାପୂଜା ରେ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନ, ସମ୍ପାଦକ ନବକିଶୋର ସାହୁ , ବଜାର ବଣିକ ସଙ୍ଘ ସଭାପତି କିଶୋର ଚନ୍ଦ୍ର ନାୟକ , ଜିଲ୍ଲାପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲା, ସରପଞ୍ଚ ସ୍ୱପ୍ନେଶ୍ଵରୀ ସେଠୀ , ସମିତି ସଭ୍ୟା ଗୋଲାପ ରାଣୀ ସେଠୀ , ଶ୍ରଵଣ କୁମାର ରାମ, ଉମେଶ ଚନ୍ଦ୍ର ସାହୁ, ମନୋଜ କୁମାର ସାହୁ, ଅଜୟ ସାହୁ, ଅଜିତ ପ୍ରସାଦ ସାହୁ, ଭାଗିରଥି ବାଇ, ବିଶ୍ୱନାଥ ମହାପାତ୍ର, ସୁବାଷ ଚନ୍ଦ୍ର ଜେନା କୃପାସିନ୍ଧୁ ପ୍ରଧାନ , କପିଳାଶ ନାୟକ , ସହୋଦବ ବିଶ୍ୱାଳ ବଜାର ବୈଜେଷ୍ଟ ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ସାହୁ ଉପସ୍ଥିତ ରହି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ | ଇଟାମାଟି ବଜାର ର ସମସ୍ତ ବ୍ୟବସାୟ ଭାଇ ମାନେ ସମସ୍ତ ଗ୍ରାମ ବାସୀ ବୃନ୍ଦ ମହାସପ୍ତମୀ ରେ ମା ଙ୍କ ଦର୍ଶନ ଲାଭ କରି ଇଟାମାଟି ଗ୍ରାମ ର ମଙ୍ଗଳ କାମନା କରଥିଲେ |

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ

Leave a Reply

Your email address will not be published. Required fields are marked *