PURI BREAKING
![](https://teerthkhetra.com/wp-content/uploads/2023/05/IMG-20230503-WA0010.jpg)
ସମୁଦ୍ରରେ ବୁଡି ଦୁଇଜଣଙ୍କ ମୃତ୍ୟୁ। ଜଣଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଦୁଇଜଣ ସାମାନ୍ୟ ଆହତ। ପଶ୍ଚିମବଙ୍ଗରୁ ଆସିଥିଲେ 5 ଜଣ ପର୍ଯ୍ୟଟକ। 12 ନମ୍ବର ଓ 13 ନମ୍ବର ସେକ୍ଟରରେ ସ୍ନାନ ବେଳେ ମୃତ୍ୟୁ। ହୋଟେଲ୍ କାମେଲିଆ ସମ୍ମୁଖ ବେଳାଭୂମିରେ ବୁଡି ମୃତ୍ୟୁ।