ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆରମ୍ଭ ହେଲା ଦଇତାପତି ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧକ୍ଷତାରେ ଆରମ୍ଭ ହେଲା ବୈଠକ। ଦେବସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତିକୁ ନେଇ ଦଇତାପତି ସେବକଙ୍କ ସହ ହେବ ଆଲୋଚନା। ସ୍ନାନଯାତ୍ରା ପୂର୍ବଦିନ ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଦଇତାପତି ସେବକ ମାନଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ନୀତିକାନ୍ତି ସଠିକ୍ ସମୟରେ ସମ୍ପାଦାନ ପାଇଁ ହେଉଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ,,ଦଇତାପତି ନିଯୋଗର ସମ୍ପାଦକ ଓ ଦଇତାପତି ସେବକ ମାନେ ଉପସ୍ଥିତ

Leave a Reply

Your email address will not be published. Required fields are marked *