Puri breaking

ପୋଲିସ କଣ୍ଟ୍ରୋଲ ରୁମ ଛାତରେ ସିସିଟିଭି ସଂଯୋଗୀକରଣ ବେଳେ ଅଘଟଣ ।କଣ୍ଟ୍ରୋଲ ରୁମ୍ ଉପରେ ସିସିଟିଭି ସଂସ୍ଥାପନ ବେଳେ କରେଣ୍ଟ ଲାଗି 25 ବର୍ଷୀୟଯୁବକ ମୃତ। ମୃତ ଯୁବକ ହେଉଛନ୍ତି କଟକ ରାଜା ବଗିଚା ଅଞ୍ଚଳର ରାକେଶ ବେହେରା। ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍ ପଠାଇଲା ପୋଲିସ।ଟାଟା ପାୱାର ତରଫରୁ ବାରମ୍ବାର power fluctuation ଯୋଗୁଁ ଏଭଳି ଘଟଣା ଘଟିଥାଇ ପାରେ ବୋଲି କହିଲେ ସହଯୋଗୀ।