କୁଇକ୍ ଲାଇଫି ଆକାଡେମୀ ର ଉଦଘାଟନ ଉତ୍ସବ ଭଦ୍ରକ, ନରିପୁର ଠାରେ ଅନୁଷ୍ଠିତ

ଭଦ୍ରକ ର ନରିପୁର ଠାରେ କୁଇକ ଲାଇଫି ଆକାଡେମୀ ଉଦଘାଟନ ହୋଇଯାଇଛି, ମୁଖ୍ଯ ପରିଚାଳକ ଶ୍ରୀ ଯୁକ୍ତ ଚନ୍ଦ୍ର କାନ୍ତ ଦାସ ପିଲାମାନଙ୍କୁ କମ ସମୟ ରେ କମ୍ପୁଟର ଶିକ୍ଷା ପ୍ରଦାନ କରିବେ ବୋଲି କହିଥିଲେ ଏବଂ ଗରିବ ପିଲାମାନଙ୍କୁ କମ ଶୁଳ୍କ ରେ ପାଠ ସହିତ କମ୍ପୁଟର ଞାନ ପ୍ରଦାନ କରାଯିବ ୯ମ ୧୦ ଶ୍ରେଣୀର ପିଲାମାନଙ୍କୁ କୋଚିଙ୍ଗ ପ୍ରଦାନ କରାଯିବ +2 +3 ପିଲାମାନଙ୍କୁ ଅନଲାଇନ ରେ ଟିଉସନ କରିବା ପାଇଁ କହିଥିଲେ କୋଷାଧ୍ୟକ୍ଷ, ମିଲନ ପ୍ରଧାନ ସେ ପିଲାମାନଙ୍କୁ ଆଣି କୋଚିଙ୍ଗ ଦେବା ପାଇଁ ଏବଂ ଅଧିକ ରୁ ଅଧିକ ପିଲା କିପରି ଭଲ ରେଜଲ୍ଟ କରିବେ ପିଲାମାନଙ୍କୁ ବୁଝାଇ ଥିଲେ ଏବଂ ଉପସଂଯୋକ ପ୍ରଦିପ କୁମାର ବଳ ,ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଜଣେ ସରପଞ୍ଚ,ଅଟନ୍ତି ସେ ବହୁ କମ୍ପୁଟର ଞାନ କୌଶଳ ରେ ଜଡିତ ଅଟନ୍ତି ସେ ମଧ୍ଯ ଉପସ୍ଥିତ ଥିଲେ ଶିକ୍ଷକ ଭାବରେ ରୁଚି ସ୍ମିତା,ଜଣେ କମ୍ପୁଟର ର ଡିଗ୍ରି ଧାରି ଅଟନ୍ତି ସେ ଶିକ୍ଷୟିତ୍ରୀ ଭାବରେ ପରିଚାଳନା କରିଥିଲେ ଏବଂ ମୋନାଲିସା ହିମାଂଶୁ ସାର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ଶେଷ ରେ ଧନ୍ୟବାଦ ପ୍ରଦାନ କରିଥିଲେ ପ୍ରଦିପ କୁମାର ଦାସ