ଶ୍ରୀ ଶ୍ରୀ କିଶୋରାୟ ଓ କିଶୋରୀ ରାଧାକୃଷ୍ଣ ଙ୍କ ଝୁଲଣ ଯାତ୍ରା

ଭଦ୍ରକ ସହର ରେ ଥିବା ଜଗନ୍ନାଥ ପୁର ଗ୍ରାମ ର ଉପରସାହି ରେ ଏହି ମହା ପର୍ବ ଆଜକୁ ୧୩ ଦିନ ହେବ ପାଳନ କରାଯାଉଅଛି ଏହି ଝୁଲଣା ଯାତ୍ରା ୩୦୦ ବର୍ଷ ତଳେ ଏହି ପରମ୍ପରା ପାଳନ କରାଯାଉଛି ଏହି ଝୁଲଣା ଯାତ୍ରା ଶ୍ରାବଣ ମାସର ତୃତୀୟ ତିଥି ରେ ଆରମ୍ଭ ହୋଇ ପୂର୍ଣମୀ ଦିନ ସମାପ୍ତ ହୁଏ ଏହି ପରମ୍ପରା ଦୀର୍ଘ ୧୩ ଦିନ ଧରି ଚାଲିଥାଏ ଗ୍ରାମ ସହିତ ଭଦ୍ରକ ଜିଲ୍ଲାର ଶ୍ରଦ୍ଧାଳୁ ଝୁଲଣ ଯାତ୍ରା ଦର୍ଶନ କରନ୍ତି ଏହିପର୍ବ ପ୍ରାୟ ବୃନ୍ଦାବନ, ନଦୀଆ ଓ ପୁରୀ ଜଗନ୍ନାଥ ମନ୍ଦିର ରେ ପାଳନ କରାଯାଏ ଅନ୍ଯ କେଉଁଠି ୫ ଦିନ ୭ଦିନ ପାଳନ କରନ୍ତି କିନ୍ତୁ ଜଗନ୍ନାଥ ପୁର ଗ୍ରାମ ରେ ୧୩ ଦିନ ଧରି ପାଳନ କରାଯାଇଥାଏ

Leave a Reply

Your email address will not be published. Required fields are marked *