ଓଡ଼ିଶା ର ମହାମହିମ ରାଜ୍ୟପାଳ ଭାବରେ ଆଜି ଶ୍ରୀଯୁକ୍ତ ରଘୁବର ଦାସ ଶପଥ ଗ୍ରହଣ

ଓଡ଼ିଶା ର ମହାମହିମ ରାଜ୍ୟପାଳ ଭାବରେ ଆଜି ଶ୍ରୀଯୁକ୍ତ ରଘୁବର ଦାସ ଶପଥ ଗ୍ରହଣ କରିଛନ୍ତି।ମହାମହିମ ଙ୍କୁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ତରଫରୁ ସ୍ବାଗତ ସହିତ ଅଭିନନ୍ଦନ ଜ୍ଞାପନ କରାଯାଇଅଛି। ଖୁବ୍ ଶିଘ୍ର ଏକ ପ୍ରତନିଧି ଦଳ ଓଡ଼ିଶା ର ମହାମହିମ ରାଜ୍ୟପାଳ ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ଜଣାଇଛନ୍ତି। ମହାମହିମ ଙ୍କୁ ସାକ୍ଷାତ ପାଇଁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *