ଯାତ୍ରା ମଞ୍ଚରେ ସମ୍ମାନିତ ହେଲେ ରାଜ ନନ୍ଦିନୀ ।

କନ୍ଧମାଳ, ଫୁଲବାଣୀ ତା ୨୪/୦୫/୨୦୨୫ ଫୁଲବାଣୀ ସ୍ଥାନୀୟ ଫୁଲବାଣୀ ସଦର ମହକୁମା ଜିରିଂପଡ। ଠାରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ଲକ୍ଷ୍ମୀ ନୃସିଂହ ନାଥଙ୍କ ଜନ୍ମ ଉତ୍ସବ ବା ଚନ୍ଦନଯାତ୍ରା ବହୁ ଆଡ଼ମ୍ବରରେ ବିଗତ ତ୧୧/୦୫/୨୦୨୫ ରିଖ ଠାରୁ ୨୬/୦୫/୨୦୨ ଯାଏଁ ଚାଲୁଥିବା ବେଳେ ଏହିଠାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟ କ୍ରମ ଯଥା – ଲୋକ ଗୀତ, ଲୋକ ନୃତ୍ୟ, ମେଲୋଡି, ରାମାୟଣ, ମହା ଭାରତ , ଏହି ସବୁ କାର୍ଯ୍ୟ କର୍ମ ଚାଲିବା ସହିତ , କ୍ରୀଡା ଓ ଶିକ୍ଷା କ୍ଷେତ୍ର ରେ କୁତ୍ରିତ ଅର୍ଜନ କରିଥିବା ଛାତ୍ର ଛାତ୍ରୀ କୁ ପୁରସ୍କୃତ କରାଯାଇଥିଲା ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଜିରିଂପଡ। ଅଞ୍ଚଳ ର ମା ନାରାୟଣୀ ମନ୍ଦିର ପାଖରେ ବାସବ।ସ କରୁଥିବା ର।ଜନନ୍ଦିନି ବେହେରା ପିତ।ରଞ୍ଜିତ୍ ବେହେରା ଙ୍କ ଏକ ମ।ତ୍ର କନ୍ୟା ରାଜ୍ୟସ୍ତରୀୟ ଭାର ଉତ୍ତୋଳନ ୪୫-୫୫ କେଜି ରେ ପ୍ରତିଦ୍ବନ୍ଦ୍ବିତା କରି ।ଦୂତୀୟ ସ୍ଥାନ ଅଧିକ କରିଥିବାରୁ ତାଙ୍କୁ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ନାଥ ଚନ୍ଦନ ଯାତ୍ରା ଜିରିଂପଡ।, ଫୁଲବାଣୀ ତାଙ୍କୁ ସମ୍ମାନିତ କରିଥିଲେ ।ଏହି ଉପରେ କିଛି ର।ଜନଦିନିକ କୁ ପଚାରିବା ପରେ ପୁରସ୍କୃତ। ରାଜନନନ୍ଦିନୀ ଏହି ସବୁ ପୁରସ୍କାର ମୋର ଗୁରୁ ଶ୍ରୀ ସୁଧାଂଶୁ ବେହେରା ଙ୍କୁ ଏହା ସବୁ ଦେବାକୁ ମତ ପ୍ରକାଶ କରି ଥିଲେ । କାରଣ ସେ ହେଉଛନ୍ତି ଏହି ପୁରସ୍କାର ମୁଖ୍ୟ ହକଦାର ।