ଆଞ୍ଚଳିକ ଶିଶୁ ମହୋତ୍ସବ ଆରମ୍ଭ

ନୂଆପଡା ଜିଲ୍ଲା ଖରିଆର ବ୍ଲକ କେନ୍ଦୁପାଟି ପଂଚାୟତ ହାଇସ୍କୁଲ ଖେଳପଡିଆ ଠାରେ ମାଁ ଝରାବହଲେନ ଙ୍କ ଠାରେ ପୂଜା ଅର୍ଚନା କରି ମାଁ ସରସ୍ବତୀ ଙ୍କ ପାଖରେ ପୂଜା ଅର୍ପଣ କରି ଏହି ସୁରଭି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ନନ୍ଦ ଓ ବିଧାୟକ ପତିନିଧି ଅକ୍ଷୟ ନନ୍ଦ ଖରିଆର ବି. ଓ.ଉପତିତ୍ୱ ହୋଇଥିଲେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରେ ପରିଚାଳନା କରିଥିଲେ ପ୍ରଫୁଲ୍ଲ କୁମାର ବେହେରା ଏହି ସୁରଭି ଶିଶୁ ମହୋତ୍ସବ ରେ ଲାଞ୍ଜ କ୍ଲଷ୍ଟର ର 18 ଟି ସ୍କୁଲ ର ଛାତ୍ର ଛାତ୍ରୀ ଓ ଅଂଶଗ୍ରହଣ କରି ଥିଲେ ସେମାନଙ୍କ ମଧ୍ୟରୁ ଛାତ୍ର ଛାତ୍ରୀ ତାଙ୍କର ସୁରଭି କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରେ ଭାଗ ନେଇଥିଲେ ଏଥିରେ ଗୀତ ଡ୍ରେସ ଭାଷଣ ଏସେ ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ଏଥିରେ କେନ୍ଦୁପାଟି ପଂଚାୟତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସଜନୀ କାନ୍ତ ଶତପତି ଲାଞ୍ଜ କ୍ଲଷ୍ଟର ର ସିଆରସି କ୍ଷେତ୍ରବାସୀ ବାରିକ. ସରୋଜ କୁମାର ସାହୁ.କିଶୋର କୁମାର ବାଗ.ନୀଳାଚଳ ପୋଡ଼. ଶିଶିର କାନ୍ତ ମଲ୍ଲ. ଶଙ୍କର ପ୍ରସାଦ ପୋଡ଼ ଦେବିଲାଲ ନାଗ ଲଷ୍ମୀକାନ୍ତ ପୋଡ଼ ଝସକେତନ ହଂସ କୁନ୍ତଳା ପୋଡ଼ ମିନା ଖେଇ ଡଳେଇ କେନ୍ଦୁପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସ୍କୁଲ ଚେରମେନ ରବି ଚନ୍ଦ୍ର ପୋଡ଼ ଓ ସ୍କୁଲ କମେଟି ର ମେମ୍ବର ଓ ଗାଁ ର ଭଦ୍ର ବ୍ୟାକ୍ତି ଉପତିତ୍ୱ ଥିଲେ ଦୁର୍ବଳ ତାଣ୍ଡି.ଶୁଶାନ୍ତ ନାଗ.ଦୁଷ୍ମନ୍ତ ପୋଡ଼. ବିବେକ ବନଛୋର.ହିମାଞ୍ଚଳ ପୋଡ଼ ସୁବାଷ ପୋଡ଼. ଝୁମକ ଲାଲ ବାଗ.ଜଳଧର ବାଗ. ଶୁଶାନ୍ତ ଜଗତ. ଅଭି ହଂସ.ଟଙ୍କ ପୋଡ଼.ଏହି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଲାଞ୍ଜି କ୍ଲଷ୍ଟର 18 ଟି ସ୍କୁଲ ର ଛାତ୍ର ଛାତ୍ରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ

କାର୍ତ୍ତିକ ମହାନନ୍ଦ ରିପୋର୍ଟର

Leave a Reply

Your email address will not be published. Required fields are marked *