ରେଙ୍ଗାଳୀ ବାମ ମୁଖ୍ୟ ୧୦ ଫୁଟର ଘାଇ

ରେଙ୍ଗାଳୀ ମୁଖ୍ୟ କେନାଲରେ ୧୦ ଫୀଟର ଘାଇ। ଚାଷଜମିରେ ଜଳଚର। ଚିନ୍ତାରେ ଚାଷୀ। କାମାକ୍ଷାନଗର ବ୍ଲକ ବାଉଁଶପାଳ ପଂଚାୟତ ଶିବୁଳାପସି ଗାଁ ନିକଟରେ ରେଙ୍ଗାଳି ମୁଖ୍ୟ କେନାଲରେ ପ୍ରାୟ ୧୦ ଫୁଟର ଘଇ ସୃଷ୍ଟ ହେବା ଫଳରେ ପାଣି ମାଡ଼ି ଚାଲିଛି।ଏ ଖବର ପାଇ ରେଙ୍ଗାଳୀ ବିଭାଗର ଯନ୍ତ୍ରୀ ଓ କର୍ମଚାରୀ ଯାଇଥିଲେ ଘଟଣା ସ୍ଥଳକୁ ସେଠାରେ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ମରାମତି ଆରମ୍ଭ କରିଛନ୍ତି ।ଗତବର୍ଷ ମଧ୍ୟ ସେହି ନିକଟରେ ଭାଙ୍ଗିଥିଲା କେନାଲ ହେଲେ ବିଭାଗର ଅବହେଳା ପାଇଁ ପୁଣି ଚଳିତ ବର୍ଷ ଭାଙ୍ଗିଲା କେନାଲ।

Leave a Reply

Your email address will not be published. Required fields are marked *