୧୪୯ ନଂ ଜାତୀୟ ରାଜପଥରେ ପୁଣି ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା

ତାଳଚେର ୧୪୯ନଂ ଜାତୀୟ ରାଜପଥ ପବିତ୍ରମୋହନ ଛକ ନିକଟସ୍ଥ ମହାନ୍ତି ମୋର୍ଟର ନିକଟରେ ମର୍ମନ୍ତୁକ ସଡକ ଦୁର୍ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି । ମହିଳା ଙ୍କ ସ୍କୁଟି ନମ୍ୱର୍ OD 25A 8066। କୌଣସି ଅଜଣା ଗାଡ଼ି ଗାଡ଼ି ଧକ୍କା ଦେଇ ପଳାଇ ଯାଇଥିବା ବେଳେ ମୃତକ ମହିଳା ଜଣଙ୍କ ହେଉଛନ୍ତି ତାଳଚେର ଶର୍ମାଛକ ଅଞ୍ଚଳ ର ପୁଷ୍ପାଞ୍ଜଳି ସାହୁ। ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *