କ୍ରୀଷ୍ଣା ଢାବା ନିକଟରେ ମର୍ମଦୁତ ସଡ଼କ ଦୁର୍ଘଟଣା ୨ ମୃତ

ଯାଜପୁର ଜିଲ୍ଲା. ଧର୍ମଶାଳା ଥାନା ଅନ୍ତର୍ଗତ ଗାନ୍ଧୀଛକ ନିକଟସ୍ଥ କ୍ରୀଷ୍ଣା ଢାବା ନିକଟରେ ମର୍ମଦୁତ ସଡ଼କ ଦୁର୍ଘଟଣା ୨ ମୃତ,ମୃତକ ହେଲେ ବାଲିଚନ୍ଦ୍ରପୁର ଥାନା ଅଣକା ପଞ୍ଚାୟତ ମହାଦେଇପୁର୍ ଗ୍ରାମର ବଚନ ଦଳାଇ ୨୦ ବର୍ଷ , ଆଲୋକ ଦଳାଇ୧୮ ବର୍ଷ, ଘଟଣା ସ୍ଥଳେ ଚଣ୍ଡିଖୋଲ ଓ ଧର୍ମଶାଳା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ବଡ଼ଚଣା ଗୋଷ୍ଠି କେନ୍ଦ୍ରକୁ ପଠାଇଛନ୍ତି।
ଧର୍ମଶାଳା ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର।