ସାଳନ୍ଦୀ ନଦୀରେ ସୃଷ୍ଟି ହେଲା ୨ଟି ଘାଇ, ଅନେକ ଗାଁ ଜଳମଗ୍ନ
ଭଦ୍ରକସାଳନ୍ଦୀ ନଦୀରେ ସୃଷ୍ଟି ହେଲା ଦୁଇଟି ଘାଇ । ତିହିଡି ବ୍ଲକ ଅଧିନସ୍ଥ ତଳ ଗୋପବିନ୍ଧା ପଞ୍ଚାୟତରେ ପଦା ସାହିରେ ସାଳନ୍ଦୀ ନଦୀବନ୍ଧରେ ୧୫ ଫୁଟର ଘାଇ ସୃଷ୍ଟି ହୋଇଛି । ଦୋମଣୀ ମାହାରା ପାଖରେ ୧୫ ଫୁଟର ଆଉ ଏକ ଘାଇ ସୃଷ୍ଟି ହୋଇଛି । ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଛି । ଏହି ଘାଇରେ ପ୍ରବଳ ବନ୍ୟାଜଳ ସ୍ରୋତ ଲାଗି ରହିଛି । ଏହି ଘାଇ ସୃଷ୍ଟି ହେବା ଦ୍ୱାରା ଅନେକ ଗାଁ ଏବେ ଜଳମଗ୍ନ