ମୁଖ୍ୟମନ୍ତ୍ରୀଙ୍କ ୭୫ ତମ ଜନ୍ମଦିବସ ଉପଲକ୍ଷେ ସ୍ୟାଣ୍ଡ ଆନିମେସନ

ଦେଶର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମତିଥି କୋଭିଡ କଟକଣା ଯୋଗୁଁ ଚଳିତବର୍ଷ ନିରାଡମ୍ବର ଭାବରେ ପାଳନ ହେଵାକୁ ଯାଉଛି। ଏହିଅଵସର ୧ ଘଣ୍ଟା ୨୦ ମିନିଟ୍ ସମୟରେ Sandanimetion ମାଧ୍ୟମରେ ଜନ୍ମ ଦିନର ସୁଭେଛା ସହିତ ମାନ୍ୟଵର ମୂଖ୍ୟମନ୍ତ୍ରୀଙ୍କ ସୁସ୍ଥ ନିରାମୟ ଜୀବନ ପାଇଁ ଜଗନ୍ନାଥ ନିକଟରେ ପ୍ରାର୍ଥନା କରିଛନ୍ତି ପୁରୀର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ।

Leave a Reply

Your email address will not be published. Required fields are marked *