ଜଗତସିଂହପୁର ଜିଲ୍ଲା ରାହମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ରଜତ ଜୟନ୍ତୀ ଉତ୍ସବ ଉଦଯାପିତ

ଜଗତସିଂହପୁର ଜିଲ୍ଲା ରାହମା ତାଳପଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ରଜତ ଜୟନ୍ତୀ ଉତ୍ସବ ଉଦଯାପିତଯାଇଛି । ଉଜାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସ୍ୱାମୀ ଶିବ ଚିଦାନନ୍ଦଜୀ ଙ୍କ ସହିତ ନାଇଜର କୁଳପତି ଅଭୟ ନାୟକ, ପରିଚାଳନା କମିଟିର ସଭାପତି ଅଜୟ କୁମାର ସାହୁ, ସମ୍ପାଦକ ଦୀପକ କୁମାର ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଶିକ୍ଷା ର ଉର୍ଣ୍ଣତ କରଣ ହେଲେ ଜଣେ ଭଲ ମଣିଷ ହୋଇ ପାରିବ । ତେବେ ଶିକ୍ଷା ସହିତ ଜଣେ ଭଲ ମଣିଷ ହେବାକୁ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ପରେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଥିଲା ।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *