ଭିନ୍ନକ୍ଷମ ଙ୍କୁ ଆବାସ ଯୋଗାଇ ନ ଦେବା ପାଇଁ ସରପଞ୍ଚ ଙ୍କ ଚକ୍ରାନ୍ତ

ଲୋକ ମାନଙ୍କ ର ମୌଳିକ ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଡିଙ୍ଗିରା ପିଟୁ ଥିବା ବେଳେ ବାସ୍ତବତା କେତେ ଦୂରରେ ତାହା ବୁଝାପଡେ ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତ ର ଭିନ୍ନକ୍ଷମ ଲକ୍ଷ୍ମୀକାନ୍ତ ରାଉତ ଙ୍କ କ୍ଷେତ୍ର ରେ ରାହାଞ୍ଜ ପଞ୍ଚାୟତ ର ୪ ନମ୍ବର ଓ୍ବାର୍ଡ କୃଷ୍ଣ ଚନ୍ଦ୍ର ରାଉତ ଙ୍କ ମଝିଆ ପୁଅ ଲକ୍ଷ୍ମୀକାନ୍ତ ରାଉତ କାମଧନ୍ଦା ଆଶାରେ ଦାଦନ ଖଟିବାକୁ ଚେନ୍ନାଇ ର ଗୋଟିଏ ସୂତା କଳରେ ଯାହା ରୋଜଗାର କରନ୍ତି ୪ କୁଟୁମ୍ବ ପ୍ରତିପୋଷଣ କରୁଥିଲେ ୨୦୧୪ ମସିହାରେ ମେସିନ ରେ କାମ କରୁଥିବା ବେଳେ ବାମ ହାତ ପାପୁଲି ହରାଇ ବସିଥିଲେ ସେଠାରୁ ଗାଁ କୁ ଫେରିଆସି ଛୋଟ ଛୋଟ କାମ କରି ସଂସାର ଚଳାଉଥିଲା ବେଳେ ୨୦୧୭ ମସିହାରେ ନିଆଁ ଲାଗି ଘରଟି ସମସ୍ତ ଆସବାବପତ୍ର ଜଳି ନଷ୍ଟ ହୋଇଯାଇଥିଲା, ଏପଟେ ଭିନ୍ନକ୍ଷମ ଘରପୋଡି କାଗଜପତ୍ର ଧରି ସରପଞ୍ଚ ବିଡିଓ , ତହସିଲଦାର, ଜିଲ୍ଲାପାଳ, ଙ୍କୁ ଅବଗତ କରାଇଥିଲେ ସମସ୍ତେ ଆଶ୍ବାସନା ଦେଇଥିଲେ ,କିନ୍ତୁ ଦୁଃଖର ବିଷୟ ବଡ ବଡିଆ ଇନ୍ଦିରାଆବାସ ମିଳୁଥିବା ବେଳେ ଗରିବ ମାନଙ୍କୁ ଅଣଦେଖା କରିବାର ମାନେ କଣ,?ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତାଙ୍କ ଅସୁବିଧା କୁ ହୃଦୟ କରି ଗୋଟିଏ ଚିଠି ନମ୍ବର ୬୩୧୦/୨୦/୧୨/୨୦୧୯ ବିଡିଓ ଙ୍କୁ ଗୋଟିଏ ଚିଠି କରିଥିଲେ ସେ ଚିଠି ଚିଠି ରେ ରହିଗଲା, ସରପଞ୍ଚ ରାଜେନ୍ଦ୍ର ଦାସ କହିଲେ କଲେକ୍ଟର ଅଫିସ ଯାଇଥିଲ କଲେକ୍ଟର ଘର କରିଦେବେ ଏହି ପରି ତାଙ୍କ ଘରକୁ ଗଲେ ଧମକ ଚମକ ଦେଇ ଆସୁଥିଲେ ବୋଲି ଲୋକ ଲୋଚନ କୁ ଆସିଛି ବହୁ ବାର ଫର୍ମ ପୁରଣ କରି ଅଫିସ ରେ ଦେବା ପରେ ସରପଞ୍ଚ ରାଜେନ୍ଦ୍ର ଦାସ ତାଙ୍କୁ ନ ଦେବାପାଇଁ ଇନ୍ଦିରାଆବାସ, ଚକ୍ରାନ୍ତ କରି କାଟି ଦେବାକୁ ଚେଷ୍ଟା କରୁଛନ୍ତି ,ଶୀତ ,ବର୍ଷା,ଖରାରେ ,କିପରି କାଟୁଛନ୍ତି ତାହା ବୃଦ୍ଧିଜୀବି ମହଲ ରେ ଆଲୋଢନା ସୃଷ୍ଟି କରିଛି

Punil Kumar Samanta reporter

Leave a Reply

Your email address will not be published. Required fields are marked *