ବ୍ରାଉନ ସୁଗାର (ହେରୋଇନ ) ଜବତ

ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ପୁରୀ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀ ସ୍ୱୟଂପ୍ରଜ୍ଞା ନାୟକଙ୍କ ନେତୃତ୍ୱରେ ଏକ ଟିମ ଜଣେ ଯୁବକ ଯାହାଙ୍କ ନାମ ନାରା ନାୟକ , ବୟସ -26 ବର୍ଷଙ୍କୁ ଟାଉନ ଥାନା ଅଧୀନ ବାଲିସାହି municipal nodal high school ସମ୍ମୁଖରୁ ରୁ ଗିରଫ କରି ତାଙ୍କ ନିକଟରୁ 82 ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରି ପୁରୀ ଅବକାରୀ ଥାନା କେସ ନଂ -156/23-24ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରାଗIରକୁ ପଠାଯାଇଛି. ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 8,20,000/-ଟଙ୍କାରୁ ଉର୍ଦ୍ଧ ହେବ.ଏହି ଚଢ଼ାଉରେ ଅବକାରୀ ASI ଶ୍ରୀ ମାନସ କୁମାର ମିଶ୍ର,Staff- ଅଭିଜିତ ପ୍ରଧାନ, ମିନତି ପରିଡ଼ା, ପ୍ରମୁଖ ସାମିଲ ଥିଲେ.

Leave a Reply

Your email address will not be published. Required fields are marked *