ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ୨୦୨୩-୨୪ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ

ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଅନୁକୁଲ୍ୟ ରେ ପର୍ଯ୍ୟଟନ ବିଭାଗ ଦ୍ଵାରା ଅନୁଷ୍ଠିତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ୨୦୨୩-୨୪ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଅଛି । ସମସ୍ତ ଯାତ୍ରୀ ହରିଦ୍ଵାର ରିଶିକେସ ୨୩ ରେ ସ୍ଵତନ୍ତ୍ର ଟ୍ରେନ ରେ ଯିବେ ଓ ୨୮ ରେ ଫେରିବେ। ଏଥିରେ ଖୋର୍ଦ୍ଧା ଜିଲ୍ଲା ରୁ ୨୧୧ ବରିଷ୍ଠ ନାଗରିକ ଓ ୭ ଜଣ ତୀର୍ଥ ଯାତ୍ରା ପାଇଁ select ହୋଇଛନ୍ତି । ସମ୍ମାନୀୟ ଅତିଥି ଭାବେ ଶ୍ରୀଯୁକ୍ତ ଜିତେନ୍ଦ୍ର ନାଥ ମିତ୍ର,ବିଧାୟକ, ଖୋର୍ଦ୍ଧା, ଶ୍ରୀମତୀ ରୁପଶ୍ରୀ ଗୁମାନସିଂ, ସଭାପତି,ଜିଲ୍ଲା ପରିଷଦ ଓ ଶ୍ରୀଯୁକ୍ତ ଦୁର୍ଗା ସାମନ୍ତରାୟ, ଉପଦେଷ୍ଟା BNTYY, ପର୍ଯ୍ୟଟନ ବିଭାଗ ଯୋଗ ଦେଇ flag off କରିଥିଲେ। ଏହାପରେ ସମସ୍ତ ଯାତ୍ରୀ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ।