ଜାମ୍ମୁ-କାଶ୍ମୀରରେ ପାର୍ଟି ଛାଡ଼ି ଯାଇଥିବା ୧୭ ନେତା ଦ୍ୱିତୀୟ ଥର କଂଗ୍ରେସକୁ ଫେରିଲେ

ନୂଆଦିଲ୍ଲୀ : ଭାରତ ଯୋଡ଼ୋ ଯାତ୍ରାର ଜାମ୍ମୁ-କାଶ୍ମୀର ପହଂଚିବା ପୂର୍ବରୁ କଂଗ୍ରେସ ଛାଡ଼ି ଯାଇଥିବା କେତେକ ନେତା ଦ୍ୱିତୀୟ ଥର ପାର୍ଟିରେ ସାମିଲ ହୋଇଛନ୍ତି । କଂଗ୍ରେସର ସଂଗଠନ ମହାସଚିବ କେସି ବେଣୁଗୋପାଳ ଏବଂ ମହାସଚିବ ଜୟରାମ ରମେଶଙ୍କ ଉପସ୍ଥିତିରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତାରାଚନ୍ଦଙ୍କ ନେତୃତ୍ୱରେ ଏହି ନେତା ଆଜି ପାର୍ଟି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।

Leave a Reply

Your email address will not be published. Required fields are marked *