ସିଲ୍ଲକ ସିଟି ଇଲେକ୍ଟ୍ରିକାଲ ଡିସଟ୍ରିବୁଟର ଆଶ୍ସୋସିଏସନ ସାଉଥ ଓଡିଶା ର 10 ତମ ସାଧାରଣ ସଭା ଅନୁଷ୍ଠିତ

ସିଲ୍ଲକ ସିଟି ଇଲେକ୍ଟ୍ରିକାଲ ଡିସଟ୍ରିବୁଟର ଆଶ୍ସୋସିଏସନ ସାଉଥ ଓଡିଶା ର 10 ତମ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭା ରେ ସଭାପତି ଶ୍ରୀ ଧନେଶ୍ୱର ନାୟକ ସଭାପତିତ୍ୱ କରି ଥିଲେ, ସେକ୍ରେଟାରୀ ଶ୍ରୀ ହରିକୃଷ୍ଣ ମିଶ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ ଓ  ଶ୍ରୀ ଆନନ୍ଦ ମହାରଣା ଡିଜିଟାଲ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ରୂପେ ଟାଲୀ ଇଣ୍ଡିଆ ପି ଭି ଟି ଏଲ ଟି ଡି ର ଆଞ୍ଚଳିକ ପରିଚାଳକ ଶ୍ରୀନିଶିକାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ତତ୍ତ ସହିତ ସାନମାନିତା ଅତିଥି ମଧ୍ୟରେ ଶ୍ରୀ ଅଂଶୁମାନ ସାହୁ (ଟେକ୍ନିକାଲ ଅଫିସର ଓ ତୀରୁମଲା ଇନ୍ଫୋ ଟେକ ର ଡିରେକ୍ଟର ଡି. ରାଜେଶ୍ୱର ରାଓ ଦୋରା , ପରିଚାଳକ D ମୋହନ ରାଓ ,ଓ  ତୀରୁମଲଲ  ଇନ୍ଫୋଟେକମାନେ କର୍ମଚାରୀ  ମାନେ ଉକ୍ତ ସଭାରେ ଯୋଗ ଦାନ କରିଥିଲେ.ସିଲ୍ଲକ ସିଟି ଇଲେକ୍ଟ୍ରିକାଲ ଡିସଟ୍ରିବୁଟର ଆଶ୍ସୋସିଏସନ ସାଉଥ ଓଡିଶା ର ସଭ୍ୟ ମାନଙ୍କ ମଧ୍ୟ ରୁ ସିଏଚ .କ୍ରିଷ୍ଣା ରାଓ ପୃଷ୍ଟି ସଂଗ୍ରାମ  କେଶରୀ ଦାସ, ପି. ସଦାନନ୍ଦ, ଇ . ଭେଙ୍କେଟ ଆନନ୍ଦ, ଏମ.ଜିତେଶ, ଶୁଭମ ପାଣିଗ୍ରାହୀ, ଅକ୍ଷୟ କୁମାର ସାବତ, ପ୍ରଶାନ୍ତ କୁମାର ପଣ୍ଡା, ସୁବାଷ ଚନ୍ଦ୍ର ସାହୁ, କେ ମୋହନ  ରାଓ, କେ . ଶିବ କୁମାର, ରବୀନ୍ଦ୍ର ପୃଷ୍ଟି, ଲବଲା ରାହୁଲ କୁମାର  ସାହୁ,ସତ୍ୟ ନାରାୟଣ ସାହୁ, କେ.. ବିଦ୍ୟା ଧର ଦାସ, ଆନନ୍ଦ ମହାରଣା, ଶରତ ଚନ୍ଦ୍ର ପଟ୍ଟନାୟକ ରବୀନ୍ଦ୍ର ପଣ୍ଡା, ଅଜୟ କୁମାର ଚୌଧୁରୀ,ସଂଜୀବ ପାଣିଗ୍ରାହୀ, ରଞ୍ଜନ କୁମାର ପାଣିଗ୍ରାହୀ, କେ.. ସୁଶାନ୍ତ କୁମାର ପାତ୍ର, ସିଏଚ . ବାଲାଜୀ ପାତ୍ର, ଦିବ୍ୟ ଲୋଚନ ସାହୁ,ସନ୍ତୋଷ କୁମାର ସାହୁ, ବ୍ରିଜେନ୍ଦ୍ର ନନ୍ଦ ନାୟକ,ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ ।

ଉକ୍ତ ସଭା  ର  ପ୍ରଯୋଜକ ଭାବେ   ଟାଲୀ ଇଣ୍ଡିଆ ପି ଭି ଟି ଏଲ ଟି ଡି ଦାଇତ୍ୱ ସୁଚାରୁ ରୂପେ ପରିଚାଳନା କରିଥିଲେ.  ମୁଖ୍ୟଅତିଥି ଶ୍ରୀ ନିଶିକାନ୍ତ ମହାନ୍ତି ଟାଲୀ ସଫ୍ଟୱାର ବିଷୟ ରେ ପୁଙ୍ଖା ନୁ ପୁଙ୍ଖ ଆଲୋଚନା କରିଥିଲେ ତତ୍ତ ସହିତ ଡି. ରାଜେଶ୍ୱର ରାଓ ପ୍ରତିଶୃତି ଦେଇଥିଲେ ଯେ ଟାଲୀ ସଫ୍ଟୱାର ଗ୍ରାହକ ମାନଙ୍କ ଯେକୌଣସି ସମସ୍ୟା ଓ ତାର ସମାଧାନ କ୍ଷେତ୍ରରେ  ତାଙ୍କରି କର୍ମଚାରୀ ଙ୍କ ସର୍ବଦା ସହଯୋଗ ରହିବ.  ର ଟାଲୀ ଇଣ୍ଡିଆ ପି ଭି ଟି ଏଲ ଟି ଡି ର ଏପ

Leave a Reply

Your email address will not be published. Required fields are marked *