ଭାରତୀ ଯୁବ ପରିଷଦ କ୍ଲବ ପକ୍ଷରୁ ୫୦ ତମ ପାଳିତ

ଭଦ୍ରକ ଚରମ୍ପା ରେଲବାଇ କଲୋନୀରେ ଭାରତୀ ଯୁବ ପରିଷଦ ତରଫରୁ ୫୦ତମ ସିଲଭର ଜୁବୁଲି ପାଳନ କରାଯାଇଛି, ବରିଷ୍ଠ ସମାଜ ସେବୀ ଭଦ୍ରକ ବରିଷ୍ଠ ନାଗରିକ ଶ୍ରୀ ଯୁକ୍ତ ରାମଚନ୍ଦ୍ର ବେହେରା ସଭାପତିତ୍ବ କରିଥିଲେ ଛୋଟ ଛୋଟ ପିଲା ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ହାଇସ୍କୁଲ ରେ ଯେଉଁ ମାନେ କୃତିତ୍ବ ଲାଭ କରି ଭଦ୍ରକ ର ଗୌରବ ରଖିଥିଲେ ତାଙ୍କୁ ମଧ୍ଯ ପୁରସ୍କୃତ କରାଯାଇଥିଲା ରେଳ ବାଇ କଲୋନୀର ବରିଷ୍ଠ ନାଗରିକ ଙ୍କୁ ଉତ୍ତରି ଫୁଲ ଗୁଛ ଦେଇ ରାମଚନ୍ଦ୍ର ବେହେରା ପୁରସ୍କୃତ କରିଥିଲେ ,ବହୁସଂଖ୍ୟାରେ ସମାଜ ସେବୀ ଅଂଶ ଗ୍ରହଣ କରିଥିଲେ ଭାରତୀ ଯୁବ ପରିଷଦ କ୍ଲବ ର ସଭାପତି ପରେସ ଚନ୍ଦ୍ର ନାୟକ, ପରିଚାଳିତ କରିଥିଲେ ,
