ଦଳିତ ବିକାଶ ପରିଷଦ ପକ୍ଷରୁ ଆମ୍ବେଦକର ଙ୍କ ମହାପରିନିର୍ବାଣ ଦିବସ ପାଳିତ

ଜଗତସିଂହପୁର ଠାରେ ଦଳିତ ବିକାଶ ପରିଷଦ ଓ ଅଲ ଓଡ଼ିଶା ଭୋଇ ସମାଜ ବିକାଶ ପରିଷଦ ର ମିଳିତ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଡ଼. ବି. ଆର. ଆମ୍ବେଦକର ଙ୍କ 67 ତମ ମହାପରିନିର୍ବାଣ ଦିବସ ପାଳିତ ହୋଇ ଯାଇଛି । ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସଙ୍କ ନେତୃତ୍ୱରେ ଶତାଧିକ ଲୋକ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ବାବା ସାହେବ ଙ୍କ ବାର୍ତ୍ତା ପ୍ରଚାର କରିଥିଲେ । ଏହି ଶୋଭାଯାତ୍ରାରେ ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇ ଥିବା ଦେଖାଯାଇଛି ।

ଜଗତସିଂହପୁର ରୁ Rita ସାହୁ

Leave a Reply

Your email address will not be published. Required fields are marked *