ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଏକ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ଠାରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଏକI କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ରାଇକିଆ ବ୍ଳକ ର ବିଭିନ୍ନ ସ୍କୁଲରୁ ଆସିଥିବା 80ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ତଥା-ଗୀତ, ନାଚ, କୁଇଜ ଓ ମ୍ୟୁଜିକଚେୟାର ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ B.I.O-ଶ୍ରଯୁକ୍ତ ହାଡ଼ିବନ୍ଧୁ ବେହେରା E.B.O କମ B.R.C.C ଶ୍ରୀ ସାରଥୀ କହଁର ଓ ଗୋଷ୍ଠୀ ସମ୍ବଳ କର୍ମୀ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ ପୁରସ୍କାର ବିତରଣ କରିଥିଲେ। ଏଥିରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ନାମ ଶ୍ରୀ ଭାଗୀରଥି ସେଠୀ ,ମଣ୍ଟୁ ପ୍ରଧାନ, ରସାଲ ଦିଗାଲ ,ମହମଦ ପଧାନ ସୁଚାରୁ ରୂପେ ଏହି ପ୍ରତିଯୋଗକିତାକୁ ସାମ୍ପଦନ କରିଥିଲେ ଏବଂ ଗୋଷ୍ଟି ସମ୍ବଳ କର୍ମୀ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ।
ବାଳିଗୁଡ଼ାରୁ ଭବାନି ଶଙ୍କର ଜେନା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *